ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ ଏକ ଗେଟ୍
ସମ୍ବଲପୁର: ହୀରାକୁଦ ଡ୍ୟାମକୁ ନେଇ ଆସିଛି ବଡ଼ ଅପଡେଟ୍। ଉପରମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇବା ସହ ଡ୍ୟାମକୁ ଆସୁଥିବା ଜଳପ୍ରବାହ (ଇନ୍ଫ୍ଲୋ) କମିବାରୁ କର୍ତ୍ତୃପକ୍ଷ ଡ୍ୟାମର ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି। ଫଳରେ ବର୍ତ୍ତମାନ ମାତ୍ର **୨ଟି ଗେଟ୍** ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଡ୍ୟାମକୁ ଆସୁଥିବା ଜଳର ପରିମାଣ କ୍ରମଶଃ କମୁଥିବାରୁ ଜଳସ୍ତର ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ସୂଚନା ମିଳିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମର ସ୍ଥିତି ଉପରେ...

Total Users : 1000779