ବିଦେଶରୁ ରୌପ୍ୟ ଆମଦାନି ଉପରେ କେନ୍ଦ୍ର ସରକାରଙ୍କ କଡା ନିୟମ
କେନ୍ଦ୍ର ସରକାର ରୌପ୍ୟ ଆମଦାନି ନିୟମରେ ନୂତନ ସଂଶୋଧନ କରି କଡା ନିୟନ୍ତ୍ରଣ ଲାଗୁ କରିଛନ୍ତି। ଏହି ନୂତନ ନିୟମ ଅନୁସାରେ ଏବେ ବିଦେଶରୁ ରୌପ୍ୟ ଆମଦାନି ପୂର୍ବପରି ସହଜ ରହିବ ନାହିଁ, ବିଶେଷକରି ରୌପ୍ୟ ବିସ୍କୁଟ୍, ଅପ୍ରକ୍ରିୟା ରୌପ୍ୟ, ସେମି-ଫିନିସ୍ଡ ରୌପ୍ୟ ଓ ୯୯.୯% ଶୁଦ୍ଧତା ଥିବା ରୌପ୍ୟ ବାର୍ ଉପରେ ନିୟନ୍ତ୍ରଣ ଆସିଛି। ପୂର୍ବରୁ ‘ଫ୍ରି କ୍ୟାଟେଗୋରି’ ଅନ୍ତର୍ଗତ ଥିବା ଏହି ଆମଦାନିକୁ ଏବେ ‘ରିସ୍ଟ୍ରିକ୍ଟେଡ୍ କ୍ୟାଟେଗୋରି’ରେ ସମ୍ମିଳିତ କରାଯାଇଛି। ଏହାର ଅର୍ଥ ହେଲା,...

Total Users : 1000779