ଧାନ ବିକ୍ରିରେ ବାଧା, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ଚାଷୀ
ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ପୁଣିଥରେ ଧାନ ବିକ୍ରି ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛି। ଧାନ ମଣ୍ଡିରେ ବିକ୍ରି ପାଇଁ ଆବଶ୍ୟକ ଟୋକନ ନମିଳିବା ଏବଂ ପ୍ରଶାସନିକ ଅବହେଳା ଅଭିଯୋଗ କରି ଜଣେ ଯୁବଚାଷୀ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରେ ଘଟିଛି। ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଋଣ କରି ଧାନ ଚାଷ କରିଥିଲେ। ଫସଲ...

Total Users : 1000781