ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଭତ୍ତା ବିଳମ୍ବ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଗଣଧାରଣା

ଭତ୍ତା ବିଳମ୍ବକୁ ନେଇ ତିଗିରିଆ ବ୍ଲକ ସମ୍ମୁଖରେ ଗଣଧାରଣା, ଶୀଘ୍ର ସମାଧାନ ଦାବି ତିଗିରିଆ: ତିନି ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବାର ପ୍ରତିବାଦରେ ସୋମବାର ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଗଣଧାରଣା ଅନୁଷ୍ଠିତ ହୋଇଛି। ଭତ୍ତା ଉପରେ ନିର୍ଭରଶୀଳ ବୟସ୍କ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ନିଜ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭତ୍ତା ପ୍ରଦାନ ଦାବି କରିଛନ୍ତି। ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭତ୍ତା ବଣ୍ଟନରେ ଦେରି ହେବା ଯୋଗୁଁ...

ବାରିପଦା ମେଡିକାଲ କଲେଜ ପାଇଁ ଐତିହାସିକ ଦିନ, ମୁଖ୍ୟମନ୍ତ୍ରୀ କରିବେ ବଡ଼ ଘୋଷଣା

ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଗସ୍ତ ଅବସରରେ ବାରିପଦା ସହରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବାବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ନିର୍ମିତ ଅତ୍ୟାଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲର ଲୋକାର୍ପଣ କରିବେ। ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଆକାଶପଥରେ ବାରିପଦାରେ ପହଞ୍ଚିବେ। ପରେ ସ୍ଥାନୀୟ...

ଗାଁରେ ପହଞ୍ଚିଲା ତହସିଲ କାର୍ଯ୍ୟାଳୟ, ଦୁଆରେ ମିଳିଲା ସରକାରୀ ସେବା

ସାଧାରଣ ଲୋକଙ୍କୁ ସରକାରୀ ସେବା ସହଜରେ ଓ ଶୀଘ୍ର ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ଆମ ତହସିଲ’ ପଦକ୍ଷେପ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି। ଏହାର ଅଂଶ ସ୍ୱରୂପ ବାଲେଶ୍ୱର ଜିଲ୍ଲାର ଗୋପିନାଥପୁର ଅଞ୍ଚଳରେ ତହସିଲ ପ୍ରଶାସନ ସିଧାସଳଖ ଗାଁରେ ପହଞ୍ଚି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଛି। ଏହି ବିଶେଷ କାର୍ଯ୍ୟକ୍ରମରେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀ ଗାଁରେ ଶିବିର କରି ଜନସାଧାରଣଙ୍କ ଅଭିଯୋଗ ଓ ଆବେଦନ ଗ୍ରହଣ କରିଥିଲେ। ଜମି ସମ୍ବନ୍ଧୀୟ କାଗଜପତ୍ର,...

ନାମାଙ୍କନ ପରେ ଗର୍ଜିଲେ ଦେବାଶିଷ, ବିଜେଡିରେ ବଡ଼ ଭାଙ୍ଗନର ଇଙ୍ଗିତ

ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଭାବେ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ। ନାମାଙ୍କନ ପରେ ସେ ବିଜୁ ଜନତା ଦଳ (ବିଜେଡି) ଉପରେ ତୀବ୍ର ଆକ୍ରମଣ କରି ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ସୃଷ୍ଟି କରିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଆଗାମୀ ଦିନରେ ବିଜେଡିରୁ ଆହୁରି ଅନେକ ନେତା ଓ କର୍ମୀ ବିଜେପିରେ ଯୋଗ ଦେବେ। ତାଙ୍କ ମତରେ, ଦଳ ଭିତରେ...

ମହିଳା ଉଦ୍ୟୋଗୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର

ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଉଦ୍ୟୋଗ ବିକାଶକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ, ରିଲାଏନ୍ସ ଫାଉଣ୍ଡେସନ ଓ ଗେଟ୍ସ ଫାଉଣ୍ଡେସନର ମିଳିତ ପ୍ରୟାସ ‘ସ୍ୱୟଂଶ୍ରୀ’ କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ‘ସ୍ୱୟଂଶ୍ରୀ କନକ୍ଲେଭ’ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ଏହି କନକ୍ଲେଭରେ ନୀତି ନିର୍ମାତା, ଶିଳ୍ପ କ୍ଷେତ୍ରର ପ୍ରତିନିଧି, ବିକାଶ ସଂଗଠନ, ଦାତବ୍ୟ ସଂସ୍ଥା ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ଯୋଗଦେଇ ମହିଳା ନେତୃତ୍ୱାଧୀନ ଆଜୀବିକା ମଡେଲକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ।...

ଉପକୂଳ ଓଡ଼ିଶାର ଚିତ୍ର ବଦଳାଇବ କୋଷ୍ଟାଲ ହାଇୱେ, କ୍ୟାବିନେଟ୍‌ ଦେଲା ମଞ୍ଜୁରୀ

ଓଡ଼ିଶା ବିକାଶକୁ ନୂଆ ଗତି: ୮,୩୦୦ କୋଟିର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ଓଡ଼ିଶାର ପାଇଁ ଆସିଛି ଏକ ବଡ଼ ବିକାଶମୂଳକ ଖବର। ରାଜ୍ୟର ଅର୍ଥନୀତି, ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ଦେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହି...

ଯାତ୍ରୀଙ୍କୁ ପୁଣି ମହଙ୍ଗା ମାଡ଼: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଯାତ୍ରୀଙ୍କ ଉପରେ ପୁଣି ଭଡ଼ା ବୃଦ୍ଧିର ବୋଝ: ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁ ହେବ ନୂଆ ବସ୍ ଭଡ଼ା ଭୁବନେଶ୍ୱର: ରାଜ୍ୟରେ ବସ୍ ଯାତ୍ରା ପୁଣି ଥରେ ମହଙ୍ଗା ହୋଇଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ଗ୍ରହଣ କରି ସରକାର ବିଭିନ୍ନ ଶ୍ରେଣୀର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଭଡ଼ା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ନୂତନ ନିଷ୍ପତ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍‌ର ଭଡ଼ା କିଲୋମିଟର ପ୍ରତି ୨...

୨ ବର୍ଷର ବିଜେପି ସରକାର: ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ଜୁନ ୧୨ ତାରିଖରେ ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ କାର୍ଯ୍ୟଦକ୍ଷତାର ଏକ ବ୍ୟାପକ ସମୀକ୍ଷା କରାଯିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଯାଞ୍ଚ କରିବେ। ଜୁନ ୨ ରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ। ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧୀନସ୍ଥ ବିଭାଗଗୁଡ଼ିକର କାର୍ଯ୍ୟକଳାପ ଉପରେ...

ଜଳିଗଲା ମାଛ ମାର୍କେଟ, ଲିଙ୍କରୋଡ୍‌ରେ ଅଗ୍ନିକାଣ୍ଡର ତାଣ୍ଡବ

କଟକ ଲିଙ୍କରୋଡ୍ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ କଟକ ଲିଙ୍କରୋଡ୍ ସ୍ଥିତ ମାଛ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ଲାଗିଥିବା ଏହି ନିଆଁ ଦେଖିବାକୁ ଦେଖିବାକୁ ସମଗ୍ର ମାର୍କେଟରେ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ମାର୍କେଟର ଅନେକ ଦୋକାନ ନିମିଷକ ମଧ୍ୟରେ ଜଳି ଛାରଖାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ମାଛ, ନଗଦ ଅର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ...

ଜୁନ୍ ପରଠାରୁ ବଦଳିଥିବା ୫ଟି ମୁଖ୍ୟ ନିୟମ: କଣ କଣ ପରିବର୍ତ୍ତନ ହେଲା? ଜାଣନ୍ତୁ ପୂରା ବିବରଣୀ

ଜୁନ୍ ଠାରୁ ବଡ଼ ଆର୍ଥିକ ପରିବର୍ତ୍ତନ: ଆଡ଼ଭାନ୍ସ ଟ୍ୟାକ୍ସ, UPI, କ୍ରେଡିଟ୍ କାର୍ଡ ଓ ଷ୍ଟକ୍ ମାର୍କେଟ୍ ନିୟମରେ ନୂତନ ନିୟମ କାର୍ଯ୍ୟକାରୀ ନୂଆ ମାସ ସହିତ ଦେଶର ଆର୍ଥିକ ବ୍ୟବସ୍ଥାରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ଟଙ୍କା ଲେନଦେନ, ସଞ୍ଚୟ, କର ଓ ଖର୍ଚ୍ଚ ଉପରେ ସିଧାସଳଖ ପ୍ରଭାବ ପକାଇବ। ଚାକିରିଜୀବୀ, ଟ୍ୟାକ୍ସ ପେୟର, ଷ୍ଟକ୍ ମାର୍କେଟ୍ ନିବେଶକ ଏବଂ UPI ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ନିୟମ...
1 9 10 11 12 13 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000781