ମନ୍ କି ବାତ୍ରେ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
ମନ୍ କି ବାତ୍ରେ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାରମ୍ପରିକ ପାନୀୟ ଓ କୃଷି ଉତ୍ପାଦର ଗୁରୁତ୍ୱ ଉପରେ ଆଲୋକପାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶର ପାରମ୍ପରିକ ଖାଦ୍ୟ ଓ ପାନୀୟର ଗୁରୁତ୍ୱକୁ ପୁନର୍ବାର ଉଜାଗର କରିଛନ୍ତି। ଗ୍ରୀଷ୍ମ ଋତୁରେ ଶରୀରକୁ ସତେଜ ଓ ସୁସ୍ଥ ରଖିବା ପାଇଁ ପ୍ରାକୃତିକ ଓ ସ୍ଥାନୀୟ ପାନୀୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ...

Total Users : 1000779