ଅପରାଧୀ ସାବଧାନ ! କଡା ଆକ୍ସନ ମୁଡ୍ରେ ପୋଲିସ, ଡିଜିଙ୍କ ଏନକାଉଣ୍ଟର ଚେତାବନୀ
ରାଜ୍ୟରେ ବଢୁଥିବା ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ଡିଜି ୱାଇ.ବି. ଖୁରାନିଆ କଡା ସନ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ରାହାତ ନଥିବା କହି ସେ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ଅପରାଧ କରିବାକୁ ଚେଷ୍ଟା କଲେ ପୋଲିସ କଠୋର ଆକ୍ସନ ନେବ ଏବଂ ଆବଶ୍ୟକ ପଡିଲେ ଏନକାଉଣ୍ଟର ମଧ୍ୟ ହେବ। ଗତ କିଛି ଦିନ ଧରି ସାରା ରାଜ୍ୟରେ ପୋଲିସ ପକ୍ଷରୁ ଚାଲିଥିବା ବିଶେଷ ଅଭିଯାନରେ ବଡ଼ ପରିମାଣରେ ଅପରାଧୀଙ୍କୁ ଧରାଯାଇଛି।...

Total Users : 1000779