ଅପରାଧ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ରାଜଧାନୀରେ ଲଜ୍ଜାଜନକ ଘଟଣା: ଚାକିରି ଆଶା ଦେଖାଇ ଦୁଷ୍କର୍ମ ଅଭିଯୋଗ

ଚାକିରି ଦେବା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ଦେବାର ପ୍ରଲୋଭନ ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୁଲିସ ତତ୍ପରତାର ସହ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଯୁବତୀଙ୍କୁ କୋଳାଥିଆ ଅଞ୍ଚଳର ଏକ ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସୁଯୋଗର...

ଜୁଆ କାରବାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଦୁଇ ଅଭିଯୁକ୍ତଙ୍କ ଘରେ ପୁଲିସ ଚଢ଼ାଉ

ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅନ୍ତର୍ଗତ ଲୁହାକେରା ଅଞ୍ଚଳରେ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜୁଆ କାରବାର ସହ ସମ୍ପୃକ୍ତି ଏବଂ ଅବୈଧ ଆର୍ଥିକ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ କଥିତ ଜୁଆଡ଼ିଙ୍କ ଘର ସମେତ ମୋଟ ତିନୋଟି ସ୍ଥାନରେ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। ପୁଲିସ ସୂତ୍ର ଅନୁଯାୟୀ, ଲୁହାକେରା ଗ୍ରାମର ଦିଲୀପ କଂସାରୀ ଓ ବାହନ କଂସାରୀଙ୍କ ନାମରେ ଦୀର୍ଘଦିନ ଧରି ଜୁଆ କାରବାର ଚାଲୁଥିବା ଏବଂ ଏହାର ନେଟୱର୍କ...

ସୁନ୍ଦରଗଡ଼ରେ ବାଲି ମାଫିଆଙ୍କ ଦବଙ୍ଗଗିରି, ଜବତ ୬ଟି ଗାଡ଼ି ଛଡ଼ାଇ ନେଲେ

ସୁନ୍ଦରଗଡ଼ରେ ପୁଣି ଥରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସାମ୍ନାକୁ ଆସିଛି। ଚୋରା ବାଲି ଚାଲାଣ ରୋକିବାକୁ ଯାଇଥିବା ପୁଲିସ ଓ ଖଣି ବିଭାଗ (ମାଇନିଂ) ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଅମଲିପାଲି ନିକଟସ୍ଥ ଇବ ନଦୀ ବାଲିଘାଟରେ ଘଟିଛି। ସୂଚନା ଅନୁଯାୟୀ, ଇବ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ପୁଲିସ ଓ ଖଣି ବିଭାଗ ପାଖରେ ଖବର ପହଞ୍ଚିଥିଲା।...

କଟକ-ନରସିଂହପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

କଟକ-ନରସିଂହପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଟକ: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କଟକ-ନରସିଂହପୁର ମୁଖ୍ୟ ସଡ଼କର ବାସେଳିହତା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତ ବ୍ୟକ୍ତି ହେଲେ କୁମ୍ଭୀରତୈଳା ଗ୍ରାମର ଆକୁଳ...

ସୌମ୍ୟ ରଞ୍ଜନ ହତ୍ୟା ମାମଲା: ଆଜି ଓଡ଼ିଶାରେ ପହଞ୍ଚିବ NHRC ଟିମ୍

ପଟିଆର ଏକ ହୋଟେଲରୁ ଧରାପଡ଼ିଲେ ଅଭିଯୁକ୍ତ; ଗିରଫ ସଂଖ୍ୟା ବଢ଼ି ୧୭, ପୋଲିସର ଭୂମିକାକୁ ନେଇ ଜାରି ରହିଛି ପ୍ରଶ୍ନ ରାଜଧାନୀ ଉପକଣ୍ଠ ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଭୁବନେଶ୍ୱରର ପଟିଆ ଅଞ୍ଚଳର ଏକ ହୋଟେଲରୁ ଗିରଫ କରାଯାଇଛି। ଅଶୋକଙ୍କ ଘର କଟକ ଜିଲ୍ଲାର ଗଙ୍ଗେଶ୍ୱରଗଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଗିରଫଦାରି ପରେ...

ମାଦକ ଯୋଗାଇବା ଲୋଭ ଦେଖାଇ ସାମୂହିକ ଦୁଷ୍କର୍ମ ଓ ଅଶ୍ଳୀଳ ଫଟୋ ନେଇ ବ୍ଲାକମେଲ୍ ଅଭିଯୋଗ: ଗୁରୁତର ମାମଲା ତଦନ୍ତ ଜାରି

କେନ୍ଦ୍ରାପଡ଼ା ରାଜନଗରରେ ହେରୋଇନ୍ ଲୋଭ ଦେଖାଇ ବ୍ଲାକମେଲ୍ ଓ ଦୁଷ୍କର୍ମ ଅଭିଯୋଗ: ଦୁଇ ଯୁବକ ଗିରଫ, ତଦନ୍ତ ଜାରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ହେରୋଇନ୍ ଯୋଗାଇବାର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଡାକି ଗୁରୁତର ଅପରାଧ ଘଟିଥିବା ଅଭିଯୋଗ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବୁଲୁ ପଣ୍ଡା ଓ ଜ୍ୟୋତି ପଣ୍ଡା ନାମକ ଦୁଇ ଯୁବକ ଯାତ୍ରା ପାର୍ଟିରେ ହେରୋଇନ୍ ଯୋଗାଇବା ଆଶ୍ୱାସନ ଦେଇ ତାଙ୍କୁ ଏକ ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କୁ ନିଶା ଦେଇ...

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଯୁବକଙ୍କୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇ ହତ୍ୟା

ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା କିମ୍ବା ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ଜୋର ଧରିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ନିକଟରେ ଏହି ଘଟଣା ଘଟିଥିଲା। ମୃତ ଯୁବକ ହେଲେ ବରୁଣ ରାଉତରାୟ (୨୪)। ଅଭିଯୋଗ ଅନୁଯାୟୀ, ପ୍ରଥମେ ତାଙ୍କୁ ଏକ କାର୍‌ରେ ଧକ୍କା...

ବିବାହିତ ନାବାଳିକାର ସନ୍ଦେହଜନକ ମୃତ୍ୟୁ, ପରିବାରରେ ଶୋକର ଛାୟା

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବଡସରପଲ୍ଲୀ ଗାଁରେ ଜଣେ ୧୩ ବର୍ଷୀୟା ବିବାହିତ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ବନ୍ଧୁଗାଁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତବର୍ଷ ସେହି ଗାଁର ଜଣେ ବିବାହିତ ପୁରୁଷ ୧୩ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା...

କୁନି ଝିଅର ମୃତ୍ୟୁ ଖବରରେ ପୋଲିସର ହସମୁଖ ଆଚରଣ, ଉଠିଲା ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ।

ତାମିଲନାଡ଼ୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା କୁନି ଝିଅଙ୍କ ସହ ଘଟିଥିବା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଅବାକ୍ କରିଦେଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ଲୋକମାନଙ୍କ ମନରେ ତୀବ୍ର କ୍ଷୋଭ ଦେଖାଦେଇଥିବା ବେଳେ, ଏବେ ପୋଲିସ ଅଧିକାରୀଙ୍କ ବ୍ୟବହାରକୁ କେନ୍ଦ୍ର କରି ନୂଆ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ କିଛି ପୋଲିସ ଅଧିକାରୀ ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ଦେବାବେଳେ ହସୁଥିବା ଦେଖିବାକୁ...

ଝିଅ ସାମ୍ନାରେ ବାପାକୁ ପଥରରେ ଛେଚି ହତ୍ୟା, କେନ୍ଦ୍ରାପଡ଼ାରେ ଆଲୋଡ଼ନ

କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ପୁତୁରା ତାଙ୍କ ଦାଦାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ବାବୁଲା ବାରିକ୍ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଘଟଣା ସମୟରେ ମୃତକଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ନିଜ ଆଖି ସାମ୍ନାରେ ସମଗ୍ର ଭୟଙ୍କର ଘଟଣା ଦେଖିଥିବା ଜଣାପଡ଼ିଛି, ଯାହାରେ...
1 2 3 4

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779