ବରଗଡ଼

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

କେଭି ସିଂହଦେଓଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କୁ ଉଠାଇନେଲା ପୁଲିସ

ବରଗଡ଼: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବରଗଡ଼ ଗସ୍ତକୁ ନେଇ ରବିବାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଧାନ କ୍ରୟରେ ଅବ୍ୟବସ୍ଥା ଏବଂ ବିଭିନ୍ନ କୃଷକ ସମସ୍ୟାର ପ୍ରତିବାଦରେ କିଛି ଚାଷୀ ଉପମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତୁତି କରୁଥିବାବେଳେ ପୁଲିସ ପୂର୍ବରୁ କେତେକ ଚାଷୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି। ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବରଗଡ଼ ଗାନ୍ଧୀ ଛକରେ ଏକାଠି ହୋଇଥିବା ଚାଷୀମାନେ ‘ଗୋ-ବ୍ୟାକ୍’ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ...

ଧାନ ବିକ୍ରିରେ ବାଧା, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ଚାଷୀ

ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ପୁଣିଥରେ ଧାନ ବିକ୍ରି ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛି। ଧାନ ମଣ୍ଡିରେ ବିକ୍ରି ପାଇଁ ଆବଶ୍ୟକ ଟୋକନ ନମିଳିବା ଏବଂ ପ୍ରଶାସନିକ ଅବହେଳା ଅଭିଯୋଗ କରି ଜଣେ ଯୁବଚାଷୀ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରେ ଘଟିଛି। ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଋଣ କରି ଧାନ ଚାଷ କରିଥିଲେ। ଫସଲ...

ବରଗଡ଼ରେ ଡିଜିଟାଲ୍ ଯୁଦ୍ଧର ଆରମ୍ଭ, AI କଣ୍ଟେଣ୍ଟକୁ ନେଇ ଚର୍ଚ୍ଚା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରଗଡ଼ର ରାଜନୈତିକ ପରିବେଶ ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ପାରମ୍ପରିକ ସଭା, ସମାବେଶ ଓ ପୋଷ୍ଟର ଯୁଦ୍ଧକୁ ପଛରେ ପକାଇ ଏବେ ରାଜନୈତିକ ଲଢ଼େଇର ନୂଆ ମଞ୍ଚ ପାଲଟିଛି ସୋସିଆଲ ମିଡିଆ। ଆଉ ଏହି ଡିଜିଟାଲ ଯୁଦ୍ଧର ମୁଖ୍ୟ ଅସ୍ତ୍ର ସାଜିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଗତ କିଛି ସପ୍ତାହ ଧରି ବରଗଡ଼ରେ ବିଜେଡି ଓ ବିଜେପି ମଧ୍ୟରେ ସୋସିଆଲ ମିଡିଆରେ ଆରୋପ-ପ୍ରତ୍ୟାରୋପର ଲଢ଼େଇ ତୀବ୍ର ହୋଇଛି। ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ,...

ଧନୁଯାତ୍ରା ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି କଲେ ପ୍ରଦୀପ ପୁରୋହିତ

ବରଗଡ଼ PWD ଡିଭିଜନ ଅଧୀନରେ ନିର୍ମିତ ଧନୁଯାତ୍ରା ଗେଟ୍‌ରେ ଦୁର୍ନୀତି, ନିମ୍ନମାନର କାମ ଓ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି । ଗତ ଧନୁଯାତ୍ରା ମହୋତ୍ସବ ସମୟରେ ଥାନା ଛକରେ PWD ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଧନୁଯାତ୍ରା ଗେଟ୍‌ର ଏକ ଅଂଶ...

ବରଗଡ଼ରେ କାଳବୈଶାଖୀର ତାଣ୍ଡବ; ଭୟଙ୍କର ପବନରେ ଭାଙ୍ଗିପଡିଲା ବିରାଟ୍ ଗେଟ୍, ୨ ରିକ୍ସାଚାଳକ ଆହତ

ଓଡ଼ିଶାରେ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ରହିବା ସହ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ପରିସ୍ଥିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨୬ଟି ଜିଲ୍ଲାରେ ହିଟ୍‌ୱେଭ୍‌ ଓ ଅତ୍ୟଧିକ ଗରମ...

ଆଣ୍ଡାମାନରେ ଦକ୍ଷିଣ ପଶ୍ଚିମ ମନସୁନର ପ୍ରବେଶ

ଦକ୍ଷିଣ ପଶ୍ଚିମ ମନସୁନ ଧୀରେଧୀରେ ଭାରତ ମୁହାଁ ହେଉଛି । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜରେ ମନସୁନ ବାତାସ ପହଞ୍ଚି ସାରିଛି । ନିକୋବାର ଦ୍ୱୀପପୁଞ୍ଜର ସମସ୍ତ ଅଞ୍ଚଳ ସହ ଆଣ୍ଡାମାନର କିଛି ଅଂଶରେ ମନସୁନର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ମନସୁନ ଆଗକୁ ବଢ଼ୁଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏବେର...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779