LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ବଦଳିଲା ଗ୍ୟାସ ଦର
LPG ସିଲିଣ୍ଡର ଦରରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ନୂଆ ରେଟ୍ ରୋଷେଇ ଘରର ବଜେଟ୍ ଉପରେ ସିଧା ପ୍ରଭାବ ପକାଉଥିବା LPG ସିଲିଣ୍ଡର ଦରକୁ ନେଇ ସାଧାରଣ ଲୋକଙ୍କ ନଜର ସବୁବେଳେ ରହିଥାଏ। ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ବଢ଼ିଲେ ପରିବାରର ମାସିକ ଖର୍ଚ୍ଚ ବଢ଼ିଥାଏ, ଆଉ ଦର କମିଲେ ମିଳିଥାଏ ଆଶ୍ୱସ୍ତି। ଏହି ମଧ୍ୟରେ ସରକାରୀ ତେଲ କମ୍ପାନୀଗୁଡ଼ିକ ଘରୋଇ ଓ ବାଣିଜ୍ୟିକ LPG ସିଲିଣ୍ଡରର ନୂଆ ମୂଲ୍ୟ ଜାରି କରିଛନ୍ତି। ଆଜିର ନୂଆ ଦର...

Total Users : 1000779