ଅର୍ଥନୀତି

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଲୋନ୍ ଦାବିରେ ଯୁବକଙ୍କ ଟାୱାର ହାଇଡ୍ରାମା

ଉତ୍ତର ପ୍ରଦେଶର ବାଣ୍ଦା ଜିଲ୍ଲାରେ ଏକ ଚମକପୂର୍ଣ୍ଣ ଘଟଣା ଘଟିଛି। ଋଣ ପାଇବାରେ ବିଫଳ ହୋଇ ଏକ ଯୁବକ ହଠାତ୍ ଏକ ଉଚ୍ଚ ଭୋଲ୍ଟେଜ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ହାଇଡ୍ରାମା ସୃଷ୍ଟି କରିଛନ୍ତି। ସୂଚନା ଅନୁସାରେ, ଯୁବକଜନ ଗାଈ–ମହିଷ ପାଳନ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରାୟ 2.5 ଲକ୍ଷ ଟଙ୍କାର ଋଣ ଆବଶ୍ୟକତା ରଖିଥିଲେ। ବ୍ୟାଙ୍କକୁ ଅନେକଥର ଧାଇଥିଲେ ମଧ୍ୟ ଋଣ ମଞ୍ଜୁର ହୋଇନଥିଲା। ଏହି ପରିସ୍ଥିତିରେ ନିରାଶ ହୋଇ ସେ ଅଚାନକ ବିଦ୍ୟୁତ୍...

ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି, ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା !

ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହଙ୍ଗା ଭତ୍ତା (Dearness Allowance) ୨ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରୀ କର୍ମଚାରୀଙ୍କ DA ୫୮% ରୁ ବଢ଼ି ୬୦% ହୋଇଛି। ମହଙ୍ଗାଇ ଏବଂ ଜୀବନ ଖର୍ଚ୍ଚ ଲଗାତାର ବଢୁଥିବା ପରିସ୍ଥିତିରେ ଏହି ବୃଦ୍ଧିକୁ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ଭାବେ ଦେଖାଯାଉଛି। ସରକାରୀ ସୂଚନା ଅନୁସାରେ, ଏହି...

୩ ଦିନିଆ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ,ପୁଞ୍ଜିନିବେଶ ପାଇଁ କରିବେ ଆମନ୍ତ୍ରଣ

ଭୁବନେଶ୍ବର: ଆଜି ଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ସେ ଚାରିଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ। ଓଡ଼ିଶାରେ ନିବେଶ ପାଇଁ ହାଇଦ୍ରାବାଦ ଏବଂ କୋଲକତାରେ ସଫଳ ରୋଡ୍ ସୋ ପରେ, ଓଡ଼ିଶା ବର୍ତ୍ତମାନ ତାହାର ନିବେଶ ଆକର୍ଷଣ ଅଭିଯାନକୁ ଗୁଜରାଟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହୋଇଛି। । ଆଜି ଅହମ୍ମଦାବାଦରେ ଏକ ବଡ଼ ନିବେଶକ ରୋଡ ଶୋ ଅନୁଷ୍ଠିତ...

ଅହମ୍ମଦାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ

୦୬/୦୫,ଭୁବନେଶ୍ବର:  “ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକ ମାନଙ୍କୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତି ମଧ୍ୟ ପ୍ରଦାନ କରୁଛି ।” ଅହମ୍ମଦାବାଦରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779