ମୟୁରଭଞ୍ଜ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ମାଆ-ଝିଅଙ୍କ ବୀଭତ୍ସ ହତ୍ୟାକାଣ୍ଡ, ତଦନ୍ତରେ ସ୍ୱାମୀ ଫୋକସରେ

ମୟୂରଭଞ୍ଜ ଜିଲ୍ଲାର ମହୁଲଡ଼ିହା ଥାନା ଅନ୍ତର୍ଗତ ଡକେଇପାଳ ଗାଁରେ ଘଟିଥିବା ଏକ ହୃଦୟବିଦାରକ ଦ୍ୱୈତ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ରାତିରେ ଜଣେ ମହିଳା ଏବଂ ତାଙ୍କର ୯ ବର୍ଷର କୁନି ଝିଅଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାଥମିକ ତଦନ୍ତରେ ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ କଳହ ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଚୈତନ୍ୟ ଟୁଡୁଙ୍କ ଭୂମିକାକୁ ନେଇ...

ଫେରିବା ବାଟରେ କାଳ ସାଜିଲା ପାହାଡ଼, ବାଇକ୍ ଖସି ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାହାଡ଼ିଆ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ, ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥରେ ଟ୍ରକ୍‌କୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଡ୍ରାଇଭର ଓ ହେଲପରଙ୍କ ପ୍ରାଣହାନି ଘଟିଛି। ଏହି ଦୁଇ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପାହାଡ଼ରୁ ୨୦୦ ଫୁଟ୍ ତଳକୁ ଖସିଲା ବାଇକ୍, ଘଟଣାସ୍ଥଳରେ ୩ ମୃତ ମୟୂରଭଞ୍ଜ ଜିଲ୍ଲା...

ବାରିପଦା ମେଡିକାଲ କଲେଜ ପାଇଁ ଐତିହାସିକ ଦିନ, ମୁଖ୍ୟମନ୍ତ୍ରୀ କରିବେ ବଡ଼ ଘୋଷଣା

ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଗସ୍ତ ଅବସରରେ ବାରିପଦା ସହରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବାବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ନିର୍ମିତ ଅତ୍ୟାଧୁନିକ ୬୫୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲର ଲୋକାର୍ପଣ କରିବେ। ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଆକାଶପଥରେ ବାରିପଦାରେ ପହଞ୍ଚିବେ। ପରେ ସ୍ଥାନୀୟ...

ହାତୀ ଆତଙ୍କ: ବନ ବିଭାଗ ବିରୋଧରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଅନୁଗୁଳ ଜିଲ୍ଲାର କୁସୁମଘାଟି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ନରହନ୍ତା ଦନ୍ତାହାତୀକୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳକୁ ସ୍ଥାନାନ୍ତର କରିବା ଯୋଜନାକୁ ନେଇ ଗୁରୁବାର ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ର କରି ବନବିଭାଗ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ବୁଧବାର ରାତିରେ କୁସୁମଘାଟି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦନ୍ତାହାତୀକୁ ବନବିଭାଗ ଟ୍ରାଙ୍କୁଲାଇଜ୍ (ଅଚେତ) କରିବାରେ ସଫଳ ହୋଇଥିଲା। ପରେ ହାତୀଟିକୁ ଏକ...

ଶୌଚ ସମୟରେ ଅଘଟଣ, ବାଘ ଆକ୍ରମଣରେ ଚାଲିଗଲା ଜୀବନ

ଶୌଚ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଅଘଟଣ; ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ବନ ବିଭାଗ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବନାଞ୍ଚଳରେ ପୁଣି ଏକ ବାଘ ଆକ୍ରମଣ ଘଟଣା ଚର୍ଚ୍ଚାରେ ରହିଛି। ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ବସନ୍ତପୁର ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସାଧୁ ନାଏକ। ସୂଚନା ଅନୁଯାୟୀ, ସାଧୁ ନାଏକ ଆଜି ଭୋର ସମୟରେ ଘର ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଶୌଚ ପାଇଁ ଯାଇଥିଲେ।...

ମୟୂରଭଞ୍ଜରେ ଭାଲୁ ଭୟ, ସନ୍ଧ୍ୟା ପଡିଲେ ତାଟି କବାଟ ବନ୍ଦ କରୁଛନ୍ତି ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବନାଞ୍ଚଳ ଅଧୀନ କୋଚିଳାଡ଼ିହା, ବୈରାଟପୁର ସହ ଆସପାସର ଗ୍ରାମଗୁଡ଼ିକରେ ଏବେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମ ଭିତରେ ଭାଲୁ ବୁଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ ଗ୍ରାମବାସୀମାନେ ଘରର ତାଟି କବାଟ ବନ୍ଦ କରି ସତର୍କ ରହୁଛନ୍ତି । ପରିବାରର ମହିଳା ଓ ଶିଶୁମାନଙ୍କୁ ଘରେ ସୁରକ୍ଷିତ ରଖି ଗ୍ରାମର ପୁରୁଷମାନେ ଦଳବଦ୍ଧ ଭାବେ...

ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଶାଳବଣି ଗ୍ରାମ ପାର୍ଶ୍ୱ ଜଙ୍ଗଲ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଏକ ୧୭ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପୁଲିସ ଜଙ୍ଗଲ ମଧ୍ୟରେ ଥିବା ଗଛରୁ ଉଦ୍ଧାର କରିଛି। ମୃତକ ଝିଅ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ଖଇରଙ୍ଗ ଗ୍ରାମର ସ୍ୱପ୍ନା ପ୍ରଧାନ ଓ କନକ ପ୍ରଧାନଙ୍କ କନ୍ୟା ମିତା ପ୍ରଧାନ ବୋଲି ଚିହ୍ନଟ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ, କିଛି ଦିନ...

ପୋଲିସ ଅପରେସନ୍‌ରେ ତ୍ରୁଟି, ଟ୍ରାକ୍ଟର ହେଲା ଟାର୍ଗେଟ

ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୁଶଳଦା ଫାଣ୍ଡିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜବତ ହୋଇଥିବା ଏକ ଟ୍ରାକ୍ଟରକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଷ୍ଟିୟରିଂରେ ହାତକଡ଼ି ପକାଇଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ସୂଚନା ଅନୁସାରେ, ଉକ୍ତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ସନ୍ଦେହରେ ତାହାକୁ ଜବତ କରାଯାଇ ଫାଣ୍ଡି ପରିସରରେ ରଖାଯାଇଥିଲା । କିନ୍ତୁ ଫାଣ୍ଡିରେ ପର୍ଯ୍ୟାପ୍ତ ସୁରକ୍ଷା ବାଉଣ୍ଡାରୀ ନଥିବାରୁ ମାଫିଆମାନେ ଟ୍ରାକ୍ଟରଟିକୁ ନେଇଯିବାର...
1 2

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779