ଗଞ୍ଜାମ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

“ଗାଁରେ ଜଳ ସଙ୍କଟ ତୀବ୍ର: ପାଣି ଟାଙ୍କି ଥିଲେ ମଧ୍ୟ ଲୋକେ ଅସୁବିଧାରେ”

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ଗ୍ରାମ ପଞ୍ଚାୟତର ରାଙ୍କୁଡା ଗ୍ରାମରେ ଏବେ ଗୁରୁତର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ୬୦ରୁ ଅଧିକ ପରିବାର ବସବାସ କରୁଥିବା ସତ୍ତ୍ୱେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ଏକ ବଡ଼ ପାଣି ଟାଙ୍କି ୪ ବର୍ଷ ହେଲା ଅକାର୍ଯ୍ୟକର ଅବସ୍ଥାରେ ପଡ଼ି ରହିଛି। ଫଳସ୍ୱରୂପ, ଗ୍ରାମବାସୀମାନେ ଏବେ ଏକମାତ୍ର ନଳକୂପ ଉପରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି। ଖରା ଦିନରେ ପାଣି ପାଇଁ ଲମ୍ବା...

କୁକୁର କାମୁଡ଼ାରେ ରକ୍ତାକ୍ତ କୁନି ଶିଶୁ, ମୁଣ୍ଡରେ ଗଭୀର ଆଘାତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଭୟାବହ ରୂପ ନେଇଛି । ଘର ଅଗଣାରେ ଖେଳୁଥିବା ୯ ବର୍ଷର ଏକ କୁନି ପୁଅ ଉପରେ ୫ରୁ ଅଧିକ ବୁଲା କୁକୁର ହଠାତ୍ ଆକ୍ରମଣ କରିଥିଲେ । କୁକୁରମାନେ ପିଲାଟିକୁ ଚାରିପଟୁ ଘେରି ତାର ମୁଣ୍ଡ ଓ ଗାଲକୁ କାମୁଡ଼ି ଦେଇଥିଲେ । ଏହି ଆକ୍ରମଣରେ ମୁଣ୍ଡର ଉପରି ଅଂଶର ମାଂସ ଛିଣ୍ଡିଯାଇଥିବାବେଳେ ଗାଲରେ ମଧ୍ୟ ଗଭୀର ଆଘାତ ଲାଗିଛି । ପିଲାଟି ଚିତ୍କାର କରି...

ଗଞ୍ଜାମ ରକ୍ତରଞ୍ଜିତ, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋରଳ ରୋଡ୍‌ ଏରେଣ୍ଡ୍ରା ଅଞ୍ଚଳରୁ କିଛି ଲୋକ ଗୋଟିଏ ଅଟୋରେ ସିଂହାସନୀ ପୀଠକୁ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ।...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779