446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

କାହାର ଖୋଲିବ ଭାଗ୍ୟର ଦ୍ୱାର, କାହାକୁ ରହିବାକୁ ପଡିବ ସତର୍କ ?

ଆଜିର ରାଶିଫଳ ମେଷ ଆଜି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ସଫଳ ହେବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଅନୁକୂଳ। ବନ୍ଧୁ କିମ୍ବା ପରିଚିତଙ୍କଠାରୁ ଉପହାର ପାଇପାରନ୍ତି। ସାମାଜିକ କ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ବଢ଼ିବ। ଶିକ୍ଷାର୍ଥୀମାନେ ଭଲ ଫଳ ପାଇବେ। ନୂତନ ଯାନବାହନ କିଣିବାର ଯୋଜନା କରିପାରନ୍ତି। ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା: ୯ ପ୍ରତିକାର: ଭଗବାନ ଦତ୍ତାତ୍ରେୟଙ୍କ ମନ୍ତ୍ର ଜପ କରନ୍ତୁ। ବୃଷ ପାରିବାରିକ ଜୀବନରେ ସମନ୍ୱୟ ରହିବ। କର୍ମକ୍ଷେତ୍ରରେ ସାହସିକ...

ହୋଟେଲ ସାମ୍ନାରେ ମିଳିଲା ଯୁବକଙ୍କ ମୃତଦେହ, ତଦନ୍ତରେ ପୋଲିସ

ତାରାତାରିଣୀ ମନ୍ଦିର ନିକଟରେ ରୋପୱେ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ, ତଦନ୍ତରେ ପୋଲିସ ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମା’ ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ସମ୍ମୁଖରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବକ ଜଣକ ପୁରୀ ଜିଲ୍ଲାର ମନୋଜ ସ୍ୱାଇଁ ବୋଲି ଜଣାପଡ଼ିଛି। ସେ ମା’ ତାରାତାରିଣୀ ମନ୍ଦିରର ରୋପୱେ ମରାମତି କାମ ପାଇଁ ଅନ୍ୟ ଦୁଇଜଣ ସହକର୍ମୀଙ୍କ ସହ ପୁରୀରୁ...

ଗୋଶାଳା ପାଇଁ ଗଛ କଟାକୁ ବିରୋଧ, ଟିଟିଲାଗଡ଼ରେ ଉତ୍ତେଜନା

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିକଟସ୍ଥ ନାନାଝର ଗ୍ରାମରେ ଗୋଶାଳା ନିର୍ମାଣକୁ କେନ୍ଦ୍ର କରି ଏବେ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଜଙ୍ଗଲ ଏବଂ ଗୋଚର ଜମିରୁ ବ୍ୟାପକ ଗଛ କଟାଯାଉଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୌରପରିଷଦ ପକ୍ଷରୁ ଗୋଶାଳା ନିର୍ମାଣ କାମ ଆରମ୍ଭ ହେବା ପରେ ନାନାଝର, କାପସୀଭଟା, ମନିଗାଁ ସମେତ ପାଖାପାଖି ପାଞ୍ଚଟି ଗାଁର ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,...

ରାଜ୍ୟରେ ଲଗାଣ ବର୍ଷା ଆଶଙ୍କା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଓଡ଼ିଶାରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଅଞ୍ଚଳ ଉପରେ ସମୁଦ୍ର ପତନରୁ ପ୍ରାୟ ୧.୫ ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜୁଲାଇ ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା...

ସ୍ନାନଯାତ୍ରା ପରେ ଅଣସରରେ ମହାପ୍ରଭୁ, କେମିତି ହୁଏ ଗୁପ୍ତ ଚିକିତ୍ସା?

ତାତିରେ ଫୁଟୁଛି କାଳିଆ ଦେହ… ଅଣସର ଘରେ କେମିତି ଚାଲେ ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା? ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁଗନ୍ଧିତ ଜଳରେ ଅଭିଷେକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇଥାନ୍ତି ବୋଲି ଶ୍ରୀକ୍ଷେତ୍ରର ଶତାବ୍ଦୀ ପୁରୁଣା ପରମ୍ପରା କହେ। ଭକ୍ତଙ୍କ ଭାବନାରେ ଠାକୁରମାନେ ମଧ୍ୟ ମଣିଷ ପରି ଅସୁସ୍ଥ ହୁଅନ୍ତି, ବିଶ୍ରାମ ନିଅନ୍ତି ଓ ଔଷଧ ସେବନ କରନ୍ତି। ସେଥିପାଇଁ ସ୍ନାନଯାତ୍ରା ପରେ ସେମାନେ ଅଣସର ଘରକୁ...

ତୁଳା ରାଶି ବ୍ୟକ୍ତିଙ୍କୁ କାମରେ ସଫଳତା ମିଳିବ, ଧନ ଲାଭ ସମ୍ଭାବନା ରହିଛି

ମେଷ ପ୍ରଶାସନିକ କାର୍ଯ୍ୟରେ କିଛି ବାଧା ଆସିପାରେ। ସନ୍ତାନଙ୍କୁ ନେଇ ସାମାନ୍ୟ ଚିନ୍ତା ରହିଥିଲେ ମଧ୍ୟ ବଡ଼ ସମସ୍ୟା ହେବ ନାହିଁ। ବ୍ୟବସାୟ ଓ ବାଣିଜ୍ୟରେ ଧୈର୍ଯ୍ୟ ଧରି କାମ କଲେ ଲାଭ ମିଳିବ। ଆତ୍ମୀୟଙ୍କ ସହଯୋଗରେ ଯାତ୍ରା କିମ୍ବା ଅଟକିଥିବା କାମ ସଫଳ ହେବ। ଅନାବଶ୍ୟକ ତର୍କରୁ ଦୂରେଇ ରୁହନ୍ତୁ। ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା: ୯ ପ୍ରତିକାର: ହନୁମାନଙ୍କ ପୂଜା କରନ୍ତୁ କିମ୍ବା ହନୁମାନ କବଚ ଧାରଣ କରନ୍ତୁ। ବୃଷ ସହକର୍ମୀଙ୍କ...

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ଉଦ୍ଘାଟନ ହେବ ଇଥାନଲ୍ ପ୍ଲାଣ୍ଟ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ଓ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ବରଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲାର ବଡ଼ମ୍ବାରେ ବିଭିନ୍ନ ସରକାରୀ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରମୁଖ ଆକର୍ଷଣ ହେଉଛି ବରଗଡ଼ ଜିଲ୍ଲାର ବଉଳସିଂହାଠାରେ ପ୍ରାୟ ୧୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ୍ ପ୍ଲାଣ୍ଟର ଲୋକାର୍ପଣ, ଯାହା ପଶ୍ଚିମ ଓଡ଼ିଶାର ଶିଳ୍ପ ଓ କୃଷିଭିତ୍ତିକ ଅର୍ଥନୀତି ପାଇଁ...

ଏସିଆନ୍‌ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷିତ, ଚମକାଇଲା ଚୟନ ପ୍ରକ୍ରିୟା

ଏସିଆନ୍ ଗେମ୍ସ–୨୦୨୬ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଜାପାନର ଆଇଚି-ନାଗୋୟାରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଷ୍ଠିତ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତୀୟ ଚୟନ କମିଟି ୧୫ ଜଣିଆ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର ହରମନପ୍ରୀତ କୌର ଦଳର ଅଧିନାୟକ ଭାବେ ନେତୃତ୍ୱ ନେବେ, ଯେଉଁଠାରେ ଉପ-ଅଧିନାୟକ ଦାୟିତ୍ୱ ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଛି। ଏଥର ଦଳ ଚୟନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ୱିକେଟକିପର-ବ୍ୟାଟର ୟସ୍ତିକା ଭାଟିଆଙ୍କ ବାଦ୍...

ବଙ୍ଗୋପସାଗରରେ ସକ୍ରିୟ ହେବ ଲଘୁଚାପ, ୧୧ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଓଡ଼ିଶାରେ ପୁଣି ଏକ ବର୍ଷାପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାର ସମ୍ଭାବନା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ଜୁଲାଇ ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଏହି ପାଣିପାଗ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ, ଏହାର...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ–୨୦୨୬ ଭବାନୀପାଟଣାସ୍ଥିତ ଟାଉନ୍ ହଲ୍‌ରେ ଗମ୍ଭୀରତା ଓ ଉତ୍ସାହର ସହ ପାଳିତ ହୋଇଥିଲା। ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଶା ବିରୋଧୀ ବାର୍ତ୍ତାକୁ ଗ୍ରହଣ କରିଥିଲେ। ଏହି ଅବସରରେ ନିଶା କବଳରୁ ସଫଳତାର ସହ ମୁକ୍ତି ପାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି...
1 13 14 15 16 17 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000782