ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସୋସିଆଲ ମିଡିଆରୁ ସମ୍ପର୍କ, ନାବାଳିକାଙ୍କୁ ନେଇ ଉଠିଲା ଗୁରୁତର ଅଭିଯୋଗ

ଇନଷ୍ଟାଗ୍ରାମରେ ପ୍ରେମ, ପରେ ନାବାଳିକାକୁ ଘରୁ ନେଇ ଯିବା ଅଭିଯୋଗ… ଆଠ ମାସ ଧରି ଏକାଠି ରହିବା ପରେ ମା’ଙ୍କ ଅଭିଯୋଗରେ ପୋଲିସର ହସ୍ତକ୍ଷେପ… ମାହାଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ମୋବାଇଲର ମାୟାଜାଲରେ ଗଢ଼ିଥିଲା ସମ୍ପର୍କ… ହସ ଖୁସିର କଥାବାର୍ତ୍ତା ପରେ ଆସିଥିଲା ଅଭିଯୋଗର ଝଡ଼। ନାବାଳିକାଙ୍କ ଜୀବନ ସହ ଖେଳିବା ଅଭିଯୋଗରେ ଏବେ ପ୍ରଶ୍ନ ଉଠିଛି ସମାଜ ଉପରେ। “ଯେଉଁ ବୟସରେ ହାତରେ ଥିବା କଥା ବହି ଓ କଲମ, ସେହି ବୟସରେ ଯଦି ଆସେ...

କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକୁ ନେଇ ରାଜନୈତିକ ପରିବେଶ ଉତ୍ତପ୍ତ ହୋଇଉଠିଛି। ତାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାପଡ଼ାର ଦୁହୁରିଆ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ବିଜେପି କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚି ପ୍ରତିବାଦର ବିରୋଧ କରିବାରୁ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ଓ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ...

ଟିଟିଲାଗଡ଼ ରେଳ ଷ୍ଟେସନ ବିକାଶ ପାଇଁ ବ୍ୟବସାୟୀ ସଂଘର ଦାବି

ଇଷ୍ଟ କୋଷ୍ଟ ରେଳବାଇର (East Coast Railway) ଜେନେରାଲ ମ୍ୟାନେଜରଙ୍କ ଟିଟିଲାଗଡ଼ ରେଳ ଷ୍ଟେସନ ପରିଦର୍ଶନ ଅବସରରେ ଟିଟିଲାଗଡ଼ ମର୍ଚ୍ଚାଣ୍ଟସ୍ ଆସୋସିଏସନ୍ (ଉତ୍କଳ ବଣିକ ସଂଘ) ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଷ୍ଟେସନର ସାମଗ୍ରିକ ବିକାଶ, ଜନସୁରକ୍ଷା ଏବଂ ଯାତ୍ରୀ ସୁବିଧା ସମ୍ପର୍କିତ ୧୧ ଦଫା ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ରରେ ବିଶେଷ ଭାବେ LC No. RV-164 ଠାରେ ରେଳ ଫାଟକ ବନ୍ଦ ରହିବା ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ଯାନବାହନ ଦୀର୍ଘ...

ନୟାଗଡ଼ରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ

ନୟାଗଡ଼ ଜିଲ୍ଲାର ବଡ଼ପଣ୍ଡୁସର ଠାରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ ଭବ୍ୟ ଓ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ତଥା ଯୁବନେତା ସ୍ନେହରଞ୍ଜନ ଦାସ ଜୟାସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ସ୍ତରୀୟ ପଦାଧିକାରୀ, ଜିଲ୍ଲାର ସମସ୍ତ ଆଠଟି ବ୍ଲକର ପ୍ରତିନିଧି ଏବଂ ସମାଜର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ...

ଫେରିବା ବାଟରେ କାଳ ସାଜିଲା ପାହାଡ଼, ବାଇକ୍ ଖସି ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାହାଡ଼ିଆ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ, ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥରେ ଟ୍ରକ୍‌କୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଡ୍ରାଇଭର ଓ ହେଲପରଙ୍କ ପ୍ରାଣହାନି ଘଟିଛି। ଏହି ଦୁଇ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପାହାଡ଼ରୁ ୨୦୦ ଫୁଟ୍ ତଳକୁ ଖସିଲା ବାଇକ୍, ଘଟଣାସ୍ଥଳରେ ୩ ମୃତ ମୟୂରଭଞ୍ଜ ଜିଲ୍ଲା...

ଏଣ୍ଡଳବାରେ ବିକାଶ ଧାରା, ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଏଣ୍ଡଳବା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଜନମୁଖୀ ପଦକ୍ଷେପ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା, ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହୋଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ଏବଂ ଗ୍ରାମୀଣ ଉନ୍ନୟନକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, କୃଷି ବିକାଶ, ଗ୍ରାମୀଣ ଭିତ୍ତିଭୂମିର...

ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବାରେ ସଶକ୍ତ ହେଉଛି ଗାଁ

ଦେଶରେ ଡିଜିଟାଲ୍ ବିପ୍ଳବ ସହିତ ଗ୍ରାମାଞ୍ଚଳ ମଧ୍ୟ ଦ୍ରୁତ ଗତିରେ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ି ହେଉଛି। ଗ୍ରାମବାସୀଙ୍କୁ ସହଜ, ସୁରକ୍ଷିତ ଓ ସୁଲଭ ଆର୍ଥିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସଚେତନତା ଏବଂ ସେବା ବିସ୍ତାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ବର୍ତ୍ତମାନ ଘର ପାଖରେ ହିଁ ଟଙ୍କା ଜମା, ଟଙ୍କା ଉଠାଣ, ଅନଲାଇନ୍ ଟଙ୍କା ସ୍ଥାନାନ୍ତର, ବ୍ୟାଙ୍କ ଖାତା ଖୋଲିବା, ଆଧାର ଆଧାରିତ...

ଖରଖରୀ ନାଳରେ ଚଢ଼ାଉ, ୪୬ କେଜି ଗଞ୍ଜେଇ ସହ ଅଟୋ ଜବତ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସାଧାରଣରେ ଚିନ୍ତା ବଢ଼ିଛି। ଏପରି ପରିସ୍ଥିତିରେ ବେଗୁନିଆପଡା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ଆଜି ସକାଳେ ବେଗୁନିଆପଡା ଥାନା ଅନ୍ତର୍ଗତ ଖରଖରୀ ନାଳ ନିକଟରେ ପୋଲିସ ଚଢ଼ାଉ କରି ଚୋରା ଚାଲାଣ ହେଉଥିବା ଏକ ଅଟୋରୁ ୪୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା...

ଝାରପଡ଼ା ଜେଲ୍‌ରେ ଚାଞ୍ଚଲ୍ୟ: ମେଡିସିନ୍ ଖାଇବା ପରେ କଏଦୀ ଅସୁସ୍ଥ

ଝାରପଡ଼ା ସ୍ପେଶାଲ ଜେଲ୍‌ରେ ୫ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଅନୁଯାୟୀ, ଜେଲ୍‌ ପରିସରରେ ଥିବା ହସ୍ପିଟାଲରୁ ଦିଆଯାଇଥିବା କିଛି ଔଷଧ ସେବନ ପରେ କଏଦୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିଥିଲା। ଘଟଣାକୁ ନେଇ କାରାଗାର ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅସୁସ୍ଥ କଏଦୀମାନଙ୍କ ମଧ୍ୟରେ ଥିବା ମାଓବାଦୀ ଅଭିଯୁକ୍ତ ରୁପୁ ସିଂ ବର୍ତ୍ତମାନ ସୁସ୍ଥ ହୋଇ ଏମ୍ସ...

ଶୁଭେନ୍ଦୁଙ୍କ ବଜେଟ୍ ଚମକ: ଯୁବକଙ୍କୁ ଚାକିରି, ଛାତ୍ରୀଙ୍କୁ ଆର୍ଥିକ ସହାୟତା

ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରି ବହୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବଜେଟ୍‌ରେ ବେରୋଜଗାରଙ୍କୁ ଭତ୍ତା, ବୃଦ୍ଧ ପେନସନ୍, ବଡ଼ ନିଯୁକ୍ତି ସୃଷ୍ଟି ଓ ମହିଳା ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସରକାର ‘ଭରୋସା ଯୋଜନା’ ଆରମ୍ଭ କରି ବେରୋଜଗାର ଯୁବକ-ଯୁବତୀଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବାର ଲକ୍ଷ୍ୟ...
1 8 9 10 11 12 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000781