ମହାନଗର

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଓଡ଼ିଶାରେ COVID ମାମଲା ସାମ୍ନାକୁ ଆସିଲା

ଓଡ଼ିଶାକୁ ପୁଣି ଫେରିଲା କରୋନା! ଏମକେସିଜିରେ ମହିଳା ସଂକ୍ରମିତ ଚିହ୍ନଟ ବ୍ରହ୍ମପୁର: ଓଡ଼ିଶାରେ ପୁଣିଥରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ସତର୍କତା ବଢ଼ିଛି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳାଙ୍କଠାରେ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ ହୋଇଛି। ସଂକ୍ରମଣ ନିଶ୍ଚିତ ହେବା ପରେ ତାଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି ଏବଂ ବିଶେଷଜ୍ଞ ଡାକ୍ତରଙ୍କ ନଜରଦାରୀରେ ଚିକିତ୍ସା ଚାଲିଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା...

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଏକାଧିକ ସ୍ଥାନରେ ରେଡ୍

ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ଫସିଛନ୍ତି କୋରାପୁଟ ITDAର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଭୁବନେଶ୍ୱରସ୍ଥିତ Odisha Construction Corporation (OCC) Limitedର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସ୍‌ପଟ୍ଟା। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଟିମ୍ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରି ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତଦନ୍ତ ଆରମ୍ଭ କରିଛି। ଏହି ଚଢ଼ାଉରେ ୬ ଜଣ ଡିଏସ୍‌ପି, ୮...

ଭୁବନେଶ୍ୱର ପୁଲିସରେ ବଡ଼ ପରିବର୍ତ୍ତନ, DCP ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର DCP ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା, କମିଶନରେଟ୍ ପୋଲିସରେ ଚର୍ଚ୍ଚା ଭୁବନେଶ୍ୱର: କମିଶନରେଟ୍ ପୋଲିସରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ସାମ୍ନାକୁ ଆସିଛି। ଭୁବନେଶ୍ୱର DCP ପଦରୁ ୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ପ୍ରାୟ ୨୫ ଦିନ ପୂର୍ବରୁ ନିଜ ଇସ୍ତଫାପତ୍ର ଦାଖଲ କରିଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଏହି ଇସ୍ତଫାକୁ ଔପଚାରିକ ଭାବେ ଗ୍ରହଣ କରିଛନ୍ତି କି ନାହିଁ,...

ଦେବାଳୟରେ ଦୁଃସାହସିକ ଲୁଟ୍: ବାରଙ୍ଗର ଦୁଇ ମନ୍ଦିର ଟାର୍ଗେଟ

ବାରଙ୍ଗରେ ଦୁଇ ମନ୍ଦିରରେ ବଡ଼ ଲୁଟ୍: ଲକ୍ଷାଧିକ ଟଙ୍କାର ସୁନା-ରୁପା ଅଳଙ୍କାର ଓ ହୁଣ୍ଡି ଲୁଟ୍ ବାରଙ୍ଗ: ରାଜଧାନୀ ଉପକଣ୍ଠ ବାରଙ୍ଗରେ ଘଟିଛି ଏକ ବଡ଼ ଧରଣର ମନ୍ଦିର ଲୁଟ୍। ଗତ ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରସିଦ୍ଧ ଶ୍ରୀ ଦଧିବାମନ ମନ୍ଦିର ଏବଂ ମା’ କନକ ଦୁର୍ଗା ମନ୍ଦିରରେ ଏକାସଙ୍ଗେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ଠାକୁର-ଠାକୁରାଣୀଙ୍କ ସୁନା, ରୁପା ଅଳଙ୍କାର ସହ ଦାନ ବାକ୍ସରେ ଥିବା ନଗଦ ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି।...

ମୁକୁଳା ଡ୍ରେନ୍‌ରେ ନିଖୋଜ ଘଟଣା: ଆରମ୍ଭ ହେଲା ସର୍ଚ୍ଚ ଅପରେସନ

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା। ବାଣୀବିହାର ଅଞ୍ଚଳର ଏକ ମୁକୁଳା ଡ୍ରେନ୍‌ରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ବେଳେ, ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ଯୁବକ ଅନିଲ ସେଠୀ (୩୫) ପଥରବନ୍ଧ ବସ୍ତିରେ ରହୁଥିଲେ। ତାଙ୍କର ମୂଳ ଘର କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଡ୍ରେନ୍...

ସୌମ୍ୟ ହତ୍ୟାକାଣ୍ଡ: ମିଛ ଧରା ପରୀକ୍ଷାରେ ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାର ତଦନ୍ତରେ କ୍ରାଇମବ୍ରାଞ୍ଚ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ମାମଲାରେ ସୌମ୍ୟଙ୍କ ସାଙ୍ଗ ଓମଙ୍କର ପଲିଗ୍ରାଫ୍ (ଲାଏ ଡିଟେକ୍ସନ) ଟେଷ୍ଟ କରାଯାଇଥିବା ବେଳେ, ଟେଷ୍ଟ ସମୟରେ ଘଟଣାର ବିଭିନ୍ନ ଦିଗକୁ ନେଇ ବିସ୍ତୃତ ପଚରାଉଚରା କରାଯାଇଛି। ସୂଚନା ଅନୁସାରେ, ଓମଙ୍କୁ ୩୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ସେଥିରେ ଘଟଣାର କ୍ରମ, ପୂର୍ବରୁ ଦିଆଯାଇଥିବା ବୟାନ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ସମ୍ଭାବ୍ୟ ସଂଯୋଗ ସମ୍ପର୍କିତ...

ପ୍ରବଳ ବର୍ଷା ଆଲର୍ଟ: ସାରା ରାଜ୍ୟ ସତର୍କ, ୪ ଦିନ ସମୁଦ୍ରକୁ ମନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାକୁ ଭୀଷଣ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଜାରି କରିଛି। ଏହା ସହ ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, କେଉଁଝର ଓ ଢେଙ୍କାନାଳ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।...

ଟେଣ୍ଡର ବିବାଦରେ ଉତ୍ତପ୍ତ ବିଏମସି, ପ୍ରତିବାଦରେ କର୍ପୋରେଟର

ବ୍ରହ୍ମପୁର ମହାନଗର ନିଗମ (BeMC)ରେ ଟେଣ୍ଡର ବାତିଲ ପ୍ରସଙ୍ଗକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ମହାନଗର ନିଗମର ୨୫ ନମ୍ବର ୱାର୍ଡର କର୍ପୋରେଟର ନିଜ ୱାର୍ଡ ସମ୍ବନ୍ଧୀୟ ଏକ ଟେଣ୍ଡର ଫାଇଲ ବାତିଲ କରାଯାଇଥିବା ଅଭିଯୋଗ ଉଠାଇ ଆଜି ଧାରଣାରେ ବସିଛନ୍ତି। ଗତ କାଉନ୍ସିଲ ବଡି ବୈଠକରେ ଉକ୍ତ ଟେଣ୍ଡରକୁ ବାତିଲ କରାଯାଇଥିବା ବେଳେ ଏହାର କାରଣ ସ୍ପଷ୍ଟ କରିବାକୁ କର୍ପୋରେଟର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। କର୍ପୋରେଟରଙ୍କ କହିବା...

ଶ୍ରୀୟା ଛକରେ ଭୟାବହ ଦୁର୍ଘଟଣା: ‘ଆମ ବସ୍’ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଶ୍ରୀୟା ଛକରେ ଅମାନିଆ ‘ଆମ ବସ୍’ ଧକ୍କା: ବାଇକ୍ ଆରୋହୀ ଗୁରୁତର, ତଦନ୍ତ ଆରମ୍ଭ ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ‘ଆମ ବସ୍’ର ବେପରୁଆ ଚାଳନାକୁ ନେଇ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଶ୍ରୀୟା ଛକ ନିକଟରେ ଏକ ‘ଆମ ବସ୍’ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ବାଇକ୍ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କାରେ ବାଇକ୍ ଆରୋହୀ ରାସ୍ତାରେ...

ରାଜଧାନୀରେ ଲଜ୍ଜାଜନକ ଘଟଣା: ଚାକିରି ଆଶା ଦେଖାଇ ଦୁଷ୍କର୍ମ ଅଭିଯୋଗ

ଚାକିରି ଦେବା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ଦେବାର ପ୍ରଲୋଭନ ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୁଲିସ ତତ୍ପରତାର ସହ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଯୁବତୀଙ୍କୁ କୋଳାଥିଆ ଅଞ୍ଚଳର ଏକ ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସୁଯୋଗର...
1 2 3 7

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779