ଭୟଙ୍କର ହାଇୱେ ଦୁର୍ଘଟଣା: ଭୟାବହ ଧକ୍କାରେ ଏକାଧିକ ଗାଡ଼ି ଚୁର୍ମାର, ୬ ମୃତ
ମହାରାଷ୍ଟ୍ରର ଧୁଳେ ନିକଟସ୍ଥ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ରବିବାର ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଲାଲିଂ ଘାଟ ଅଞ୍ଚଳରେ ପରପରେ ଏକାଧିକ ଗାଡ଼ି ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପ୍ରଥମେ ଏକ ଡମ୍ପର ଟ୍ରକ୍ ଓ ଏକ କାର୍ଗୋ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଏହା ପରେ ହାଇୱେରେ ଯାଉଥିବା ଅନ୍ୟାନ୍ୟ ଗାଡ଼ି...

Total Users : 1000779