ବିଷ ବୋତଲ ହାତରେ ବ୍ୟାଙ୍କ୍ ଆଗରେ ମହିଳା, ଘଟଣାସ୍ଥଳରେ ଉତ୍ତେଜନା
ବ୍ୟାଙ୍କ୍ ସମ୍ମୁଖରେ ବିଷ ବୋତଲ ଧରି ମହିଳାଙ୍କ ଆତ୍ମହତ୍ୟା ଧମକ, ସବସିଡି ଟଙ୍କା ହଡ଼ପ ଅଭିଯୋଗରେ ଉତ୍ତେଜନା ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ସମ୍ମୁଖରେ ଶୁକ୍ରବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ମହିଳା ବିଷ ବୋତଲ ଧରି ବ୍ୟାଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଘଟଣାକୁ ନେଇ ବ୍ୟାଙ୍କ ପରିସରରେ କିଛି ସମୟ ପାଇଁ...

Total Users : 1000779