ଖେଳ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସ୍ତ୍ରୀ ଓ ପିଲାଙ୍କ ପାଇଁ ଇଂଲଣ୍ଡ ଗସ୍ତରୁ ଓହରିଲେ ୨ ଖେଳାଳି, ଘୋଷଣା ହେଲା ନ୍ୟୁଜିଲାଣ୍ଡର ଟେଷ୍ଟ ଟିମ୍

ଇଂଲଣ୍ଡ ଗସ୍ତ ପାଇଁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ ଘୋଷଣା ଜୁନ ୪ରୁ ୨୯ ମଧ୍ୟରେ ଇଂଲଣ୍ଡରେ ୩ଟି ଟେଷ୍ଟ ଖେଳିବ ଇଂଲଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ତାର ଦଳ ଘୋଷଣା କରିଛି । ଜୁନ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଗସ୍ତରେ ନ୍ୟୁଜିଲାଣ୍ଡ ଏକ ତିନି ଦିନିଆ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜ୍ ପାଇଁ ଟିମ୍ ଲାଥାମଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏକ ୧୫ ଜଣିଆ ଦଳ...

ବେଙ୍ଗାଲୁରୁରେ ଆଇପିଏଲ୍‌ ଫାଇନାଲ୍‌ ଖେଳାଯିବା ନେଇ ସଂଶୟ

ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ ଓ ଫାଇନାଲ୍‌ ଖେଳସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ଭେନ୍ୟୁକୁ ନେଇ ସଂଶୟ ଭିତରେ ରହିଛି ବିସିସିଆଇ । କର୍ଣ୍ଣାଟକର ବିଧାୟକ ଓ ସାଂସଦମାନଙ୍କୁ ଆଇପିଏଲ୍‌ ଟିକଟ୍‌ ପ୍ରଦାନକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ବିସିସିିଆଇ ଫାଇନାଲ୍‌ ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ଚିନ୍ତା କରୁଛି । ପୂର୍ବଧାରା ଅନୁସାରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଗତ ସଂସ୍କରଣର ବିଜେତା ହୋଇଥିବାରୁ ଏହାର...

ପ୍ରଶଂସକଙ୍କୁ ଧମକାଇଲେ କ୍ଲାସେନ୍

ନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ହେନେରିକ୍ କ୍ଲାସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ସେ ଜଣେ ପ୍ରଶଂସକଙ୍କୁ ଧମକାଉଥିବା ଶୁଣାଯାଉଛି। ଘଟଣାଟି ମୁମ୍ବାଇ ଏୟାରପୋର୍ଟର ବୋଲି ମନେକରାଯାଉଛି। କ୍ଲାସେନ୍ ନିଜ ପରିବାର ସହ ଯାଉଥିବାବେଳେ ଜଣେ ବ୍ୟକ୍ତି ତାହାର ଭିଡିଓ ଉତ୍ତୋଳନ କରୁଥିବା ଦେଖିବା ପରେ ସେ ତାହାକୁ ବାରଣ କରିଥିଲେ। ଖେଳାଳିଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଙ୍ଘନ କରିବା ସତ୍ତ୍ବେ ସଂପୃକ୍ତ ବ୍ୟକ୍ତି ଭିଡିଓ ଉତ୍ତୋଳନ...

ରିୟାନ ପରାଗ ଡ୍ରେସିଂ ରୁମରେ ଇ-ସିଗାରେଟ୍ , ଭାଇରାଲ ଭିଡିଓ ବଢ଼ାଇଲା ଅଡ଼ୁଆ

ଆଇପିଏଲ ୨୦୨୬ରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ ସମୟରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଡ୍ରେସିଂ ରୁମ୍‌ରେ ‘ଭେପିଂ’ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତରେ ଇ-ସିଗାରେଟ ସମ୍ପୂର୍ଣ୍ଣ ନିଷିଦ୍ଧ। ଏହି ନିୟମ ଅନୁଯାୟୀ, ଭେପିଂ କଲେ ଜୋରିମାନା ସହ ଜେଲ୍ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି।...

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହ ନାହିଁ,  ଟିକେଟ ବିକ୍ରି ହେଉନି

ଚଳିତ ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚଭାବେ ଗଣନା କରାଯାଉଛି। କିନ୍ତୁ ଆଶାର ବିପରୀତ ଏହି ମ୍ୟାଚକୁ ନେଇ ଯେପରି ଉତ୍ସାହ ଦେଖାଯିବା କଥା ତାହା ଦେଖାଯାଉନାହିଁ ।

ଓମାନକୁ ୯୩ ରନ୍‌ରେ ହରାଇଲା ପାକିସ୍ତାନ

ଚଳିତ ଏସିଆ କପ୍‌ର ଚତୁର୍ଥ ମ୍ୟାଚ୍‌ରେ ପାକିସ୍ତାନ ଶୁକ୍ରବାର ପ୍ରଥମ ପଦାର୍ପଣକାରୀ ଓମାନକୁ ଶୋଚନୀୟ ଭାବେ ୯୩ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମହମ୍ମଦ ହାରିସ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୬୦ ରନ୍ କରିବା ପରେ ଏହାର ବୋଲରମାନେ ଓମାନକୁ ୬୦ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ।

ନୂଆରୂପ ପାଇବ କୁଆଖାଇ: ବିସ୍ତୃତ ତଟବର୍ତ୍ତୀ ଅଞ୍ଚଳର ହେବ ବିକାଶ, ୮୦ କୋଟି ଟଙ୍କାର ମାଷ୍ଟର୍‌ପ୍ଲାନ୍‌

ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ। ନୂଆ ରୂପ ପାଇବାକୁ ଯାଉଛି ଐତିହାସିକ କୁଆଖାଇ ନଦୀ। ମହାନଦୀ ନଦୀତଟ ବିକାଶ ଯୋଜନାରେ କୁଆଖାଇକୁ ପର୍ଯ୍ୟଟନର ପ୍ରାଣକେନ୍ଦ୍ର କରିବାକୁ ନୀଳ ନକ୍ସା ଆଙ୍କିଛନ୍ତି ସରକାର।

ପଦାର୍ପଣରେ ଆହାନଙ୍କୁ ଦ୍ବିମୁକୁଟ: ଆଇଟା ମହିଳା ୧କେ

ଉଦୀୟମାନ ଟେନିସ୍ ତାରକା ଆହାନ ନିଜ ଖେଳ ଜୀବନରେ ବଡ଼ ଲମ୍ଫ ମାରିଛନ୍ତି। କନିଷ୍ଠ ବର୍ଗରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଗୁରୁକୁଳ ଟେନିସ୍ ଏକାଡେମି ପ୍ରତିଭା ଆଇଟା ଇଭେଣ୍ଟ୍‌ର ମହିଳା ବର୍ଗ ପଦାର୍ପଣରେ ଦ୍ବିମୁକୁଟ ଅର୍ଜନ କରିଛନ୍ତି।

ହ୍ୟାଣ୍ଡବଲ୍‌ର ହବ୍‌ କେନ୍ଦୁଝର: ସୃଷ୍ଟି ହେଉଛନ୍ତି ଜାତୀୟସ୍ତରର ଖେଳାଳି

ହ୍ୟାଣ୍ଡବଲ୍‌ ଖେଳର ହବ୍ ପାଲଟିଛି କେନ୍ଦୁଝର। ଏଠାରେ ରହିଛି ଅତ୍ୟାଧୁନିକ ହ୍ୟାଣ୍ଡବଲ୍‌ କୋର୍ଟ। ସେହିପରି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ରେଫ୍ରି, କୋଚ୍‌ ଓ ଖେଳାଳି ସୃଷ୍ଟି କରି କେନ୍ଦୁଝର ହ୍ୟାଣ୍ଡବଲ୍‌ ଅନ୍ତୁଡ଼ିଶାଳର ପରିଚୟ ପାଇଛି।

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts