ପରୀକ୍ଷା ହଲ୍ରେ ହାଇଟେକ୍ କପି ଯୋଜନା ଫାଶ, OPSC ଆଶାୟୀ ଅଟକ
ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପ୍ରିଲିମସ୍ ପରୀକ୍ଷାରେ ହାଇଟେକ୍ ଉପାୟରେ କପି କରୁଥିବା ଜଣେ ପରୀକ୍ଷାର୍ଥୀଙ୍କୁ ଧରିବା ସହ ତାଙ୍କୁ ସହଯୋଗ କରୁଥିବା ଆଉ ତିନିଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାର ସୁରକ୍ଷା ବ୍ୟବସ୍ଥାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ସୂଚନା ଅନୁସାରେ, କଟକ ସିଡିଏ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ OCS ପ୍ରିଲିମସ୍ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀ ଅବିନାଶ ରାଉତ ମୋବାଇଲ୍ ଫୋନ୍ ଓ ୱାୟାରଲେସ୍...

Total Users : 1000779