ଆଜି କେମିତି କଟିବ ଆପଣଙ୍କ ଦିନ ?
ମେଷ ଆଜି କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଫଳ ମିଳିବ। ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ବନ୍ଧୁ କିମ୍ବା ପରିଚିତଙ୍କଠାରୁ ସହଯୋଗ ଓ ଉପହାର ମିଳିପାରେ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ପାଇବେ। ନୂତନ ଯାନବାହନ କିଣିବାର ଯୋଜନା କରିପାରନ୍ତି। ଶୁଭ ରଙ୍ଗ: ଲାଲ୍ | ଶୁଭ ସଂଖ୍ୟା: ୯ ପ୍ରତିକାର: ଶ୍ରୀ ଦତାତ୍ରେୟଙ୍କ ମନ୍ତ୍ର ଜପ କରନ୍ତୁ। ବୃଷ ପରିବାର ଓ କର୍ମକ୍ଷେତ୍ରରେ ବୁଝାମଣା ଭଲ ରହିବ।...

Total Users : 1000779