୩-୦ରେ ସିରିଜ୍ ଜିତିଲା ଭାରତ, ଲକ୍ଷ୍ମଣଙ୍କ ବିଦାୟରେ ଇମୋସନାଲ ହେଲେ ଶ୍ରେୟସ
ଜିମ୍ବାୱେରେ ୩-୦ କ୍ଲିନ୍ ସ୍ୱିପ୍ ପରେ ଭାବବିହ୍ୱଳ ଶ୍ରେୟସ, ଲକ୍ଷ୍ମଣଙ୍କୁ ଜଣାଇଲେ ହୃଦୟରୁ ଧନ୍ୟବାଦ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୩-୦ରେ କ୍ଲିନ୍ ସ୍ୱିପ୍ କରି ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତରେ ନିରାଶାଜନକ ପ୍ରଦର୍ଶନ ପରେ ଏହି ବିଜୟ ଦଳର ଆତ୍ମବିଶ୍ୱାସକୁ ନୂଆ ଶକ୍ତି ଦେଇଛି। ଗୌତମ ଗମ୍ଭୀର ବ୍ରେକରେ ଥିବାବେଳେ କାର୍ଯ୍ୟକାରୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିଥିବା ଭି.ଭି.ଏସ୍. ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ...

Total Users : 1000780