446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଆଧ୍ୟାତ୍ମିକ ପରିବେଶରେ ଗିଲିନାସୀରେ ମା’ ପାଦୁକେଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଗିନିନାସୀ ଗ୍ରାମରେ ମା ‘ ପାଦୁକେଇ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୁଖ୍ୟ ପଣ୍ଡିତ ଶ୍ରୀ ଟୁକୁନା କୁମାର କର,ପଣ୍ଡିତ ବିଦ୍ୟାଧର ଦାସ,ପଣ୍ଡିତ ଶ୍ରୀ ଟୁକୁନା ଦାସ ଓ ଗିଲିନାସୀ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ତା – ୨୪-୦୬-୨୦୨୬ ବୁଧବାର ଦିନ ପ୍ରାତଃ ସମୟରୁ ଗ୍ରାମ୍ୟ ପୁଷ୍କରଣିରୁ ପଣ୍ଡିତମାନଙ୍କ ଦ୍ୱାରା ଯଥାବିଧି ପୂଜା ଅନୁଷ୍ଠିତ ପରେ ତିନିଶହରୁ ଉର୍ଦ୍ଧ ମହିଳା ଜଳପୂର୍ଣ୍ଣ କଳସକୁ ମୁଣ୍ଡରେ ଧାରଣ କରି ଘଣ୍ଟଘଣ୍ଟା ବାଦ୍ୟନାଦ ହରିବୋଲ...

ଦୁଇ ବର୍ଷର ବିକାଶ ଯାତ୍ରାକୁ ନେଇ ସିହଳାରେ ସରକାରୀ କାର୍ଯ୍ୟକ୍ରମ

ଗଞ୍ଜାମ, କୁକୁଡ଼ାଖଣ୍ଡି: ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳା ଗ୍ରାମ ପଞ୍ଚାୟତରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିକାଶମୂଳକ ଯୋଜନା ଓ ଜନହିତକାରୀ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଭାବେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।...

କଣିହାଁରେ ବଡ଼ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ, ୧୩ ଜୁଆଡ଼ି ଗିରଫ

କଣିହାଁରେ ବଡ଼ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ; ୧୩ ଜୁଆଡ଼ି ଗିରଫ, ପଳାଇବା ବେଳେ ଜଣଙ୍କ ମୃତ୍ୟୁ ସନ୍ଦେହ କଣିହାଁ/ଅନୁଗୁଳ, ତା. ୨୬: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନାର କଦଳିପାଳ ଅଞ୍ଚଳରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ଅନୁଗୁଳ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ହଠାତ୍ ଚଢ଼ାଉ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଏହି ଅଭିଯାନ ଚଳାଇଥିବା ବେଳେ ଘଟଣାସ୍ଥଳରେ ହଡ଼କମ୍ପ ସୃଷ୍ଟି ହୋଇଥିଲା। ପୋଲିସକୁ ଦେଖି ଜୁଆଡ଼ିମାନେ...

ଶୁଣିଲାନି ବନ ବିଭାଗ: ନିଜ ସୁରକ୍ଷା ପାଇଁ ସୋଲାର ବାଡ଼ ତିଆରି କଲେ ଗାଁ ଲୋକ

ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାର ବନ୍ୟଜନ୍ତୁ ଆକ୍ରମଣରୁ ଜନଜୀବନ ଓ ଫସଲ ସୁରକ୍ଷା ପାଇଁ କୋଟିକୋଟି ଟଙ୍କାର ଯୋଜନା କରୁଥିଲେ ମଧ୍ୟ ଏହାର ବାସ୍ତବ ପ୍ରଭାବ ମାଟିରେ ଦେଖାଯାଉନାହିଁ। ଦାୟିତ୍ୱରେ ଥିବା ବନ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ମିଳିନାହିଁ। ଏହି ପରିସ୍ଥିତିରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା କୋଠଭୂଇଁ ପଞ୍ଚାୟତର ଲଇମୁଣ୍ଡା ଗାଁର ୩୨ଟି ପରିବାର ନିଜସ୍ୱ ପ୍ରୟାସରେ ଗାଁ ଓ ଚାଷ ଜମିକୁ...

ଅରଡ଼ ବଜାରରେ ରକ୍ତରଞ୍ଜିତ କାଣ୍ଡ; କାର୍‌ରୁ ଓହ୍ଲାଇବା ବେଳେ ବ୍ୟବସାୟୀଙ୍କୁ ଗୁଳିମାଡ଼

ବାଲେଶ୍ଵର ଅରଡ଼ ବଜାରରେ ଦିନଦିଆ ଗୁଳିକାଣ୍ଡ, ବ୍ୟବସାୟୀ ଏସ୍.କେ. ହମିଦଙ୍କ ହତ୍ୟା ବାଲେଶ୍ଵର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାରରେ ଅପରାହ୍ଣରେ ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ବ୍ୟବସାୟୀ ଏସ୍.କେ. ହମିଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମଗ୍ର ସହରରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ହମିଦ ତାଙ୍କ ଶୋ-ରୁମ୍ ବନ୍ଦ କରି ଘରକୁ ଫେରୁଥିବା ସମୟରେ କାର୍‌ରୁ ଓହ୍ଲାଇବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି...

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ?

ମେଷ ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକୁ ନେଇ ମନ ଅସ୍ଥିର ରହିପାରେ। ପରିବାରରେ ଛୋଟ ମତଭେଦ ବଡ଼ ରୂପ ନେଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ପରାମର୍ଶରୁ ଉପକୃତ ହେବେ। ପୂର୍ବ ଯୋଜନାରେ କିଛି ପରିବର୍ତ୍ତନ ଆସିପାରେ। ଶୁଭ ରଙ୍ଗ: ଲାଲ | ଶୁଭ ସଂଖ୍ୟା: ୯ ବୃଷ ଆପଣଙ୍କ ମଧୁର ବ୍ୟବହାର ଅନ୍ୟମାନଙ୍କ ମନ ଜିତିବ। ଜମିବାଡ଼ି କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟାର ସମାଧାନ ମିଳିପାରେ। ଭ୍ରମଣ ଓ ସାମାଜିକ କାର୍ଯ୍ୟରେ ସୁଯୋଗ...

ମୌସୁମୀ ଆସିଲା, ବର୍ଷା ନାହିଁ; ୮ ଜିଲ୍ଲାରେ ଏଲନିନୋ ପ୍ରଭାବ ଆଶଙ୍କା

ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ମୌସୁମୀର ଆଗମନ ସହ କୃଷି କାର୍ଯ୍ୟକଳାପ ଜୋର ଧରିଥାଏ, କିନ୍ତୁ ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଏବଂ ବର୍ଷାର ଅଭାବ ଯୋଗୁଁ ଅନେକ ଅଞ୍ଚଳରେ ଚାଷ କାମ ପ୍ରଭାବିତ ହୋଇଛି। ବିଶେଷକରି କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଜମି ପ୍ରସ୍ତୁତି ଓ ବିହନ ବୁଣା କାର୍ଯ୍ୟ ମନ୍ଥର ହୋଇପଡ଼ିଛି। ପର୍ଯ୍ୟାପ୍ତ ବର୍ଷା ନଥିବାରୁ ଚାଷ ଜମି...

ଟେଣ୍ଡର ବିବାଦରେ ଉତ୍ତପ୍ତ ବିଏମସି, ପ୍ରତିବାଦରେ କର୍ପୋରେଟର

ବ୍ରହ୍ମପୁର ମହାନଗର ନିଗମ (BeMC)ରେ ଟେଣ୍ଡର ବାତିଲ ପ୍ରସଙ୍ଗକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ମହାନଗର ନିଗମର ୨୫ ନମ୍ବର ୱାର୍ଡର କର୍ପୋରେଟର ନିଜ ୱାର୍ଡ ସମ୍ବନ୍ଧୀୟ ଏକ ଟେଣ୍ଡର ଫାଇଲ ବାତିଲ କରାଯାଇଥିବା ଅଭିଯୋଗ ଉଠାଇ ଆଜି ଧାରଣାରେ ବସିଛନ୍ତି। ଗତ କାଉନ୍ସିଲ ବଡି ବୈଠକରେ ଉକ୍ତ ଟେଣ୍ଡରକୁ ବାତିଲ କରାଯାଇଥିବା ବେଳେ ଏହାର କାରଣ ସ୍ପଷ୍ଟ କରିବାକୁ କର୍ପୋରେଟର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। କର୍ପୋରେଟରଙ୍କ କହିବା...

“ସୁଜାତାଙ୍କ ବିଜେଡିରେ ଯୋଗଦାନ, ଅନୁପସ୍ଥିତ ନେତାଙ୍କୁ ନେଇ ଚର୍ଚ୍ଚା”

ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ତେବେ ଏହି ଯୋଗଦାନ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି, ସେତିକି ଦଳ ଭିତରେ ସମ୍ଭାବ୍ୟ ଅସନ୍ତୋଷକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ସୁଜାତା କାର୍ତ୍ତିକେୟନଙ୍କ ଭଳି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଦଳୀୟ ଯୋଗଦାନ...

ଅନଙ୍ଗପୁର ଛକରେ ଭୟଙ୍କର ଦୁର୍ଘଟଣା: ଦୁଇ ବାଇକ୍ ଧକ୍କାରେ ୨ ମୃତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲକୁ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଚିକିତ୍ସା ଚାଲିଛି। ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଭିଡ଼ ଜମାଇଥିଲେ ଏବଂ...
1 16 17 18 19 20 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000786