ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଆଉ ଦୁଇ ଖେଳାଳିଙ୍କୁ ମିଳିବ ଟି-୨୦ ଡେବ୍ୟୁ ସୁଯୋଗ
ଭାରତୀୟ କ୍ରିକେଟ୍ ଦଳ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏକ ନୂଆ ଟି-୨୦ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏହି ସିରିଜ୍ର ସବୁଠାରୁ ବଡ଼ ଆକର୍ଷଣ ସାଜିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ, ଯିଏ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରି ଇତିହାସ ରଚିବାର ସୁଯୋଗ ପାଇପାରନ୍ତି। ତେବେ କେବଳ ବୈଭବ ନୁହେଁ, ଏହି...

Total Users : 1000786