ଭୁବନେଶ୍ୱର

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବାଲି ମାଫିଆଙ୍କ ଉପରେ ପ୍ରଶାସନର ବଡ଼ ଚଢ଼ାଉ

ରାଜ୍ୟରେ ବେଆଇନ ବାଲି ଓ ମାଟି ଚୋରାଚାଳାନ ବିରୋଧରେ ପ୍ରଶାସନ କଡ଼ା ଆକ୍ସନ୍ ଆରମ୍ଭ କରିଛି। ବିଭିନ୍ନ ଜିଲ୍ଲାରେ ଚାଲିଥିବା ଚଢ଼ାଉ ସମୟରେ ଅନେକ ଗାଡ଼ି ଜବତ ହୋଇଥିବା ସହ କିଛି ଲୋକଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନେତୃତ୍ୱରେ ଅଚମ୍କା ଚଢ଼ାଉ କରାଯାଇଥିଲା। ବିଭିନ୍ନ ବାଲିଘାଟରେ ଚାଲୁଥିବା ବେଆଇନ ଖନନ ଓ ପରିବହନ ଉପରେ କାର୍ଯ୍ୟାନୁଷ୍ଠାନ କରି ୧୦ଟି ଟ୍ରକ୍ ଜବତ କରାଯାଇଛି। ପ୍ରଶାସନର ଏହି କାର୍ଯ୍ୟକଳାପ ପରେ ବାଲି ମାଫିଆମାନଙ୍କ...

ରାଜ୍ୟରେ ୫ ଦିନ ବର୍ଷା ସତର୍କତା, ୨୧ ଜିଲ୍ଲାକୁ ଯେଲୋ ଆଲର୍ଟ

ଆଗାମୀ ପାଞ୍ଚ ଦିନ ଧରି ରାଜ୍ୟରେ ପାଗ ଅସ୍ଥିର ରହିବା ସମ୍ଭାବନା ରହିଛି। ବର୍ଷା ସହିତ ବଜ୍ରପାତ ଓ ଝଡ଼ ପବନ ଅନେକ ଅଞ୍ଚଳରେ ପ୍ରଭାବ ପକାଇପାରେ। ଏହାକୁ ନେଇ ୨୧ ଟି ଜିଲ୍ଲା ପାଇଁ ଯେଲୋ ଆଲର୍ଟ ଜାରି କରାଯାଇଛି। ୩୦ ରୁ ୫୦ କିମି ପ୍ରତିଘଣ୍ଟା ବେଗରେ ଝଡ଼ ପବନ ବହିବାର ସମ୍ଭାବନା ରହିଛି ଏବଂ ଏହି ସତର୍କତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କାଳବୈଶାଖୀର ପ୍ରଭାବରେ ଏହି ପାଗ ପରିବର୍ତ୍ତନ ଘଟୁଛି ବୋଲି...

ରାଜ୍ୟରେ ୩.୩୪ କୋଟି ଭୋଟର, ୯.୮୦ ଲକ୍ଷ ଭୋଟରଙ୍କୁ ନେଇ ବଢ଼ିଲା ଚିନ୍ତା !

ରାଜ୍ୟରେ ଭୋଟର ତାଲିକାକୁ ଆହୁରି ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଆସନ୍ତା ମେ ୩୦ରୁ ଆରମ୍ଭ ହେବ ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍‌ (SIR)। ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୪ ଲକ୍ଷ ଭୋଟର ଥିବାବେଳେ ପ୍ରାୟ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ସନ୍ଦର୍ଭ ଅସ୍ପଷ୍ଟ ଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ। ସେ କହିଛନ୍ତି, ଏହି ପ୍ରକ୍ରିୟାରେ ଅଯୋଗ୍ୟ ଓ ଅଭାରତୀୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ...
1 2 3 4

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779