ନୟାଗଡ଼

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ନୟାଗଡ଼ରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ

ନୟାଗଡ଼ ଜିଲ୍ଲାର ବଡ଼ପଣ୍ଡୁସର ଠାରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ ଭବ୍ୟ ଓ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ତଥା ଯୁବନେତା ସ୍ନେହରଞ୍ଜନ ଦାସ ଜୟାସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ସ୍ତରୀୟ ପଦାଧିକାରୀ, ଜିଲ୍ଲାର ସମସ୍ତ ଆଠଟି ବ୍ଲକର ପ୍ରତିନିଧି ଏବଂ ସମାଜର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ...

ଅଂଶୁଘାତ ୱାର୍ଡରେ ତାଲା: ରୋଗୀମାନେ ବାଧ୍ୟ ହେଲେ ବିଞ୍ଚଣା ପବନର ଭରସାରେ ଚିକିତ୍ସା ନେବାକୁ

ନୟାଗଡ଼ ଜିଲ୍ଲାର ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁଣିଥରେ ଅବ୍ୟବସ୍ଥା ନେଇ ଚର୍ଚ୍ଚାରେ ଆସିଛି। ପ୍ରଚଣ୍ଡ ଖରାରେ ଅଂଶୁଘାତ ରୋଗୀଙ୍କ ପାଇଁ ନିର୍ଦ୍ଧାରିତ ଦୁଇଟି ପ୍ରକୋଷ୍ଠ ଅକାମୀ ହୋଇପଡ଼ିଥିବା ଅଭିଯୋଗ ଉଠିଛି। ଗୋଟିଏ ପ୍ରକୋଷ୍ଠରେ ଏସି ସୁବିଧା ଥିଲେ ମଧ୍ୟ ଦୁଆରରେ ତାଲା ଝୁଲୁଥିବାରୁ ରୋଗୀମାନେ ସେଥିରେ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଅନ୍ୟ ପ୍ରକୋଷ୍ଠଟି ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ତାହା ବ୍ୟବହାର ଯୋଗ୍ୟ ନୁହେଁ। ଏହା ସହିତ ମେଡିକାଲ୍ ୱାର୍ଡର ଅବସ୍ଥା ମଧ୍ୟ ଉଦ୍‌ବେଗଜନକ। ବେଡ୍‌ ଉପରେ ଲାଗିଥିବା...

ଭିଜିଲାନ୍ସ ଚଢାଉ, ଆୟବହିର୍ଭୂତ ସମ୍ପତ୍ତି ଖୋଜରେ ତଦନ୍ତ ଜାରି

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଗ୍ରାମୀଣ ଉନ୍ନୟନ ବିଭାଗର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ନେଉଥିବା ବେଳେ ଧରିଛି। ଠିକାଦାରଙ୍କ ବିଲ୍ ପାସ୍ କରାଇବା ପାଇଁ ସେ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, କେଶବ ସୁବୁଦ୍ଧି ଖଣ୍ଡପଡ଼ା ସରକାରୀ ଆବାସରେ ଜଣେ ଠିକାଦାରଙ୍କୁଠାରୁ ପ୍ରାୟ ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ। ଏହି ଅଭିଯାନରେ ତାଙ୍କ ସହଯୋଗୀ ଆଶୁତୋଷ ଢୋଲେରା...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779