ଜଗତସିଂହପୁର

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ରୋଜଗାର ବନ୍ଦ, ଚିକିତ୍ସା ଅଧାରେ: ସନ୍ତୋଷଙ୍କ ପାଇଁ ସାହାଯ୍ୟର ଆବେଦନ

ଜୀବନର ପ୍ରତ୍ୟେକ ଦିନ ଦାରିଦ୍ର୍ୟ ସହ ସଂଘର୍ଷ କରି ପରିବାରର ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଥିବା ପାରାଦୀପ ୬ ନମ୍ବର ୱାର୍ଡ ବାଲିଝରା ଅଞ୍ଚଳର ସନ୍ତୋଷ ହାଲଦାର ଆଜି ନିଜେ ଜୀବନ-ମୃତ୍ୟୁର ଲଢ଼େଇ ଲଢ଼ୁଛନ୍ତି। ବାଲିପ୍ଲଟ ଅଞ୍ଚଳରେ ମାଛ ବିକ୍ରି କରି ସେ ଦୈନିକ ରୋଜଗାରରେ ନିଜ ପରିବାରର ଭରଣପୋଷଣ କରୁଥିଲେ। ହଠାତ୍ ବ୍ରେନ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କ ଜୀବନରେ ନେମି ଆସିଛି ଅନ୍ଧକାର। ବର୍ତ୍ତମାନ ସେ ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଥିବାବେଳେ...

ପାରାଦୀପରେ ବ୍ଲୁ-ଫ୍ଲାଗ୍ ବିଚ୍, ଖୋଲିବ ରୋଜଗାରର ନୂଆ ବାଟ

ପାରାଦୀପ ପାରାଦୀପବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର। ଖୁବ୍‌ଶୀଘ୍ର ପାରାଦୀପ ସମୁଦ୍ର ସୈକତର ଚେହେରା ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ଏହାକୁ ଆନ୍ତର୍ଜାତୀୟ ମାନର ‘ବ୍ଲୁ-ଫ୍ଲାଗ୍ ବିଚ୍’ (Blue Flag Beach) ଭାବେ ବିକଶିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପ୍ରକଳ୍ପ ସଫଳ ହେଲେ ଏହା ଓଡ଼ିଶାର ସବୁଠୁ ବଡ଼ ଓ ଅତ୍ୟାଧୁନିକ ବ୍ଲୁ-ଫ୍ଲାଗ୍ ସମୁଦ୍ର ସୈକତ ଭାବେ ପରିଚିତ ହେବ। ଏହି ପ୍ରକଳ୍ପର ଅଗ୍ରଗତିକୁ ନେଇ ଆଇଏଏସ୍ କମିଶନର...

ଅଗ୍ନିପୀଡ଼ିତଙ୍କ ପାଇଁ ଆଗେଇ ଆସିଲେ ବିଜେପି

ପାରାଦୀପ ଅଠରବାଙ୍କୀ ଅଞ୍ଚଳରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ଅସହାୟ ଅବସ୍ଥାରେ ପଡ଼ିଥିବା ଚାରିଟି ପରିବାରଙ୍କ ସହାୟତା ପାଇଁ ମାନବିକତାର ପରିଚୟ ଦେଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ଏବଂ ଅଠରବାଙ୍କୀ ବଣିକ ସଂଘ। ବିପନ୍ନ ପରିବାରମାନଙ୍କ ଦୈନନ୍ଦିନ ଜୀବନକୁ ସାମାନ୍ୟ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଚାଉଳ, ରାସନ ସାମଗ୍ରୀ ଏବଂ ରହିବା ପାଇଁ ପାଲ ବଣ୍ଟନ କରାଯାଇଛି। ଅଗ୍ନିକାଣ୍ଡରେ ଘର ଓ ଆବଶ୍ୟକୀୟ ସାମଗ୍ରୀ ହରାଇଥିବା ପରିବାରମାନଙ୍କ ପାଇଁ ଏହି ସହାୟତା ଏକ...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779