ବାପାଙ୍କ ସ୍ୱପ୍ନ ସାକାର ହେଲା, କିନ୍ତୁ ଦେଖିବାକୁ ନଥିଲେ ବାପା
ଖୋର୍ଦ୍ଧା ମଙ୍ଗଳାନଗରର ପ୍ରଜ୍ଞା ରାଣୀ ସାହୁ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍ (OAS) ପରୀକ୍ଷାରେ ସଫଳତା ହାସଲ କରି ପରିବାର ଓ ଅଞ୍ଚଳ ପାଇଁ ଗର୍ବର କାରଣ ହୋଇଛନ୍ତି। କିନ୍ତୁ ଏହି ସଫଳତାର ଖୁସି ମଧ୍ୟରେ ରହିଛି ଗଭୀର ବେଦନା। କାରଣ ଝିଅର ସଫଳତା ଦେଖିବା ପୂର୍ବରୁ ସେହି ସ୍ୱପ୍ନଦ୍ରଷ୍ଟା ବାପା ଆଉ ଏହି ପୃଥିବୀରେ ନାହାନ୍ତି। ପ୍ରଜ୍ଞା ହେଲେ ସ୍ୱର୍ଗତ ପ୍ରମୋଦ କୁମାର ସାହୁଙ୍କ କନିଷ୍ଠ କନ୍ୟା। ପରିବାରର ସବୁଠୁ ସାନ ଝିଅ ହେବାରୁ ସମସ୍ତଙ୍କର ଅତ୍ୟନ୍ତ...

Total Users : 1000779