ବଢ଼ିଲା ପେଟ୍ରୋଲ୍ , ଡିଜେଲ୍ ଦର, ଆସନ୍ତୁ ଜାଣିବା କାହିଁକି ବଢ଼ିଲା ଏହି ଦର ?
ସାମୁଦ୍ରିକ ପରିବହନ ମାର୍ଗରେ ଅସ୍ଥିରତାର ପ୍ରଭାବ ଭାରତ ଉପରେ ପଡ଼ିଛି। ଏଥିପାଇଁ ସାରା ଦେଶରେ ବଢ଼ିଲା ପେଟ୍ରୋଲ୍, ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ହୋଇଛି। CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଛି। ଦର ବୃଦ୍ଧି ହେବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା 104 ଟଙ୍କା 19 ପଇସା ହୋଇଥିବା ବେଳେ ଡିଜେଲ 95...

Total Users : 1000779