ମଦ ଦର ବୃଦ୍ଧି, ମଦପ୍ରେମୀଙ୍କୁ ଝଟକା
ରାଜ୍ୟରେ ମଦ ଦର ବୃଦ୍ଧି ପରେ ମଦପ୍ରେମୀଙ୍କୁ ଲାଗିଛି ବଡ଼ ଝଟକା। ନୂଆ ଆବକାରୀ ନୀତି ଲାଗୁ ହେବା ପରେ ବିଭିନ୍ନ ବ୍ରାଣ୍ଡର ମଦ ଉପରେ ଦର ବୃଦ୍ଧି ଦେଖାଯାଇଛି। ଦେଶୀ ହେଉ କି ବିଦେଶୀ ମଦ, ଅଧିକାଂଶ ପ୍ରୋଡକ୍ଟର ଦାମ ବଢ଼ିଥିବାରୁ ଗ୍ରାହକଙ୍କ ଖର୍ଚ୍ଚ ଏବେ ଆହୁରି ବଢ଼ିବ। ମଦ ଦୋକାନ ଓ ବାର୍ଗୁଡ଼ିକରେ ନୂତନ ଦର ତାଲିକା ଲାଗୁ ହୋଇଥିବାବେଳେ, କେତେକ ସ୍ଥାନରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି। ବ୍ୟବସାୟୀମାନଙ୍କ କହିବା...

Total Users : 1000780