446685pwpadmin

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଉଚ୍ଚତା ଅନୁସାରେ ଆପଣଙ୍କ ଓଜନ କେତେ ରହିବା ଆବଶ୍ୟକ?

ଶରୀରରେ ଉଚ୍ଚତା ଏବଂ ଓଜନ ଏକ ଶକ୍ତିଶାଳୀ ସମ୍ପକ ବହନ କରେ । ଯେତେବେଳେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ବିଗିଡ଼ି ଯାଏ ତାହା ଶରୀରରେ ଦେଖାଦେଇଥାଏ । ହରମୋନରେ ସାମାନ୍ୟ ଅସମାନତା ଦେଖା ଦେଲେ ଆମ ଶରୀରର ଓଜନ ବଢ଼ିବା କିମ୍ୱା କମିବାର ଲକ୍ଷ୍ୟ କରିଥିବେ  । ମାତ୍ର ଏକ ନିର୍ଦ୍ଦିଷ୍ଟ ଇଚ୍ଚତା ପାଇଁ ଏକ ସୁସ୍ଥ ଓଜନ ପରିସର ଜାଣିବା ଉଚିତ । ଏହା ଜାଣିବା ପାଇଁ ବିଜ୍ଞାନ ଏକ ଉପଯୁକ୍ତ ଉପାୟ ପ୍ରଦାନ କରେ...

ବଲାଙ୍ଗୀର ପାଟଣାଗଡ ବ୍ଲକ୍ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି : ଥାନାରେ ଅଭିଯୋଗ ପରେ ପୁଲିସର ଛାନଭିନ

ପୁଣି ଦବଙ୍ଗ ଦେଖାଇଲେ ପାଟଣାଗଡ ବ୍ଲକ୍ ଅଧକ୍ଷ। ବଲାଙ୍ଗୀର ପାଟଣାଗଡ ବ୍ଲକ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି ନେଇ ପୂର୍ବରୁ ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକରେ ଜଣେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବେଶ୍ ଚର୍ଚ୍ଚା ରେ ଥିଲେ ଅଧ୍ୟକ୍ଷ ନୀଳକାନ୍ତ। ଘଟଣାକୁ ନେଇ ଜେଲ ମଧ୍ୟ ଯାଇଥିଲେ ବ୍ଲକ୍ ଅଧକ୍ଷ । ଆଜି ବ୍ଲକ୍‌ କାର୍ଯ୍ୟାଳୟରେ ଜରୁରୀ କାଗଜ ପତ୍ର ସବୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ବଡ ବାବୁ କାଗଜ...

ଚେହେରାରେ କରନ୍ତୁ ନନ୍ ସର୍ଜିକାଲ୍ ଫେସିଆଲ : ଜାଣନ୍ତୁ ଏହାର ପଦ୍ଧତି …

ଆଧୁନିକ  ଜୀବନଶୈଳୀରେ ସୁନ୍ଦର ଓ ଯୁବ ଚର୍ମ ପାଇଁ ଲୋକମାନେ ବିଭିନ୍ନ ବ୍ୟୁଟି ଟ୍ରିଟମେଣ୍ଟ ଦିଗରେ ଆକୃଷ୍ଟ ହେଉଛନ୍ତି। ସେଥିରେ ରେଡିଓ ଫ୍ରିକ୍ୱେନ୍ସି ଫେସିଆଲ ଏକ ନୂତନ ଓ ପ୍ରଭାବଶାଳୀ ପଦ୍ଧତି ଭାବେ ପରିଚିତ ହୋଇଛି ।  ସର୍ଜରି ବିନା ଚର୍ମକୁ ଟାଇଟ୍ କରିବା, ଚର୍ବି କମାଇବା ଓ ପ୍ରାକୃତିକ ଉଜ୍ଜ୍ବଳ ଫେରାଇବାରେ ଏହା ବିଶେଷ ଭୂମିକା  ଗ୍ରହଣ କରିଛି । ତେଣୁ ଆଜିର ଯୁଗରେ ଏହି ଚିକିତ୍ସା ମଧ୍ୟ ବହୁତ ଲୋକପ୍ରିୟ ହୋଇପାରିଛି । ଏହି...

ସଂକଟରେ ବରଗଡ଼ ସିମେଣ୍ଟ ଫ୍ୟାକ୍ଟ୍ରି, ଅନ୍ଧାରରେ ୧୩୫ ଶ୍ରମି ପରିବାର, ମାସେ ହେବ ମିଳିନି ଦରମା

ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଏବେ କଣ ଶିଳ୍ପ ଶୂନ୍ୟ ହେବାକୁ ଯାଉଛି? ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହେବା ପରେ ଏବେ ବିପଦରେ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି। ଦୀର୍ଘ ୫୮ ବର୍ଷର ପରିଚୟ ଏବେ ସଙ୍କଟରେ। କାମ ନାହିଁ କି ଦରମା ନାହିଁ, ରାସ୍ତାକୁ ଓହ୍ଲାଇଲେଣି ଶ୍ରମିକ। ବରଗଡ଼ର ଶିଳ୍ପ ସମୃଦ୍ଧିର ପ୍ରତୀକ ଥିଲା ଏସିସି ସିମେଣ୍ଟ । ଦୀର୍ଘ ୫୮ ବର୍ଷ ଧରି ଶହ ଶହ ପରିବାରକୁ ରୋଜଗାର ଦେଇ ଆସୁଥିଲା।...

ଦିନରେ ୨ ଘଣ୍ଟା ବନ୍ଦ କରିଦିଅନ୍ତୁ ଫୋନ୍ ,ଶକ୍ତିଶାଳୀ ହେବ ମାଇଣ୍ଡ୍

ଆଜିର ଧାଁ-ଦଉଡ଼ ଦୁନିଆରେ ଆମ ମସ୍ତିଷ୍କ ସବୁବେଳେ ଫୋନ୍, ଟିଭି, କମ୍ପ୍ୟୁଟର ଏବଂ ଚାରିପାଖର କୋଳାହଳରେ ଭରି ରହିଥାଏ । ସକାଳୁ ରାତି ପର୍ଯ୍ୟନ୍ତ ଆମେ ସୂଚନାର ଏକ ଅସନ୍ତୁଳିତ ବୋଝ ବୋହି ଚାଲିଥାଉ । କିନ୍ତୁ ବୈଜ୍ଞାନିକମାନେ ଏବେ ଏକ ଅତ୍ୟନ୍ତ ସରଳ ଏବଂ ମାଗଣା ଉପାୟ ଖୋଜି ବାହାର କରିଛନ୍ତି, ଯାହା ଆମ ମସ୍ତିଷ୍କକୁ ପୁନର୍ଜୀବିତ କରିପାରିବ । ସେହି ଉପାୟଟି ହେଉଛି- ନିଜର ସମସ୍ତ ଡିଜିଟାଲ୍ ଡିଭାଇସ୍ ବନ୍ଦ କରିଦିଅନ୍ତୁ ଏବଂ ଦୈନିକ...

ବେଙ୍ଗାଲୁରୁରେ ଆଇପିଏଲ୍‌ ଫାଇନାଲ୍‌ ଖେଳାଯିବା ନେଇ ସଂଶୟ

ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ ଓ ଫାଇନାଲ୍‌ ଖେଳସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ଭେନ୍ୟୁକୁ ନେଇ ସଂଶୟ ଭିତରେ ରହିଛି ବିସିସିଆଇ । କର୍ଣ୍ଣାଟକର ବିଧାୟକ ଓ ସାଂସଦମାନଙ୍କୁ ଆଇପିଏଲ୍‌ ଟିକଟ୍‌ ପ୍ରଦାନକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ବିସିସିିଆଇ ଫାଇନାଲ୍‌ ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ଚିନ୍ତା କରୁଛି । ପୂର୍ବଧାରା ଅନୁସାରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଗତ ସଂସ୍କରଣର ବିଜେତା ହୋଇଥିବାରୁ ଏହାର...

ଟିଭିକେ ବୈଠକରେ ବିଜୟ ବିଧାୟକଦଳ ନେତା ନିର୍ବାଚିତ, କହିଲେ, ସରକାର ଗଠନ ପାଇଁ କାହା ପାଖରେ ପତାଇବିନି ହାତ

ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳରେ ରାଜ୍ୟର ସବୁଠାରୁ ବଡ଼ ଦଳ ଭାବରେ ଟିଭିକେ ଉଭା ହୋଇଛି। ଏହା ପରେ, ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ମଙ୍ଗଳବାର ଏକ ବୈଠକ କରିଥିଲା। ପାର୍ଟି ସୁପ୍ରିମୋ ବିଜୟଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା। ଦଳ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ମ୍ୟାଜିକ୍ ସଂଖ୍ୟା ଏବଂ ସମର୍ଥନ ସମ୍ପର୍କରେ ମଧ୍ୟ ନିଜର ମତ ସ୍ପଷ୍ଟ କରିଛି। ସୂତ୍ର ଅନୁଯାୟୀ, ସରକାର ଗଠନ ପାଇଁ ବିଧାୟକଙ୍କ ସମର୍ଥନ...

ପୁଲିସ୍‌କୁ ନାହିଁ ଭୟ, କଥା କଥାରେ ହଣା କଟା

ରାଜ୍ୟରେ ଉପର ମୁହାଁ ଅପରାଧ । ଅପରାଧୀଙ୍କ ରହୁନି ପୁଲିସ୍‌କୁ ଭୟ । କଥା କଥାରେ ବୁଲୁଛି, ଖଣ୍ଡା ଭୁଜାଲି । ହଣା କଟା ସହ ଛାତି ଥରି ଉଠିବା ଭଳି ବୀଭତ୍ସ ହତ୍ୟା। ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ବୀଭତ୍ସ ଅପରାଧର ଖବର ସାମ୍ନାକୁ ଆସିଛି, ଯାହା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ପୁରୀ ଜିଲ୍ଲା କଣାସ ଗୋଲାବଜାର ମାଛ ମାର୍କେଟରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି...

ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ

ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟକୁ ନେଇ ମୁକେଶ ମହାଲିଙ୍ଗ ବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି ।  ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ ।  ଯାହା  ଭୋଟରଙ୍କୁ ପ୍ରଭାବିତ କଲା । କାରଣ ସେମାନେ ଦେଖିଲେ ଓଡ଼ିଶାରେ ବିଜେପି ଆସି ବିକାଶ ହୋଇଛି ।

୧୦୦ କେନ୍ଦ୍ରରେ ଗଣନା ବନ୍ଦ ରହିଥିବା ମମତାଙ୍କ ଅଭିଯୋଗ : ସେ ଦଳୀୟ କର୍ମୀଙ୍କୁ ନିରାଶ ଓ ଭୟଭୀତ ନହେବାକୁ କହିଛନ୍ତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ତୃଣମୂଳ କର୍ମୀମାନଙ୍କୁ ଗଣନା କେନ୍ଦ୍ରରେ ରହିବାକୁ ଆହ୍ୱାନ କରି ଟିଏମସି ସୁପ୍ରିମୋ ଅଭିଯୋଗ କରିଛନ୍ତି ଯେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି। ମମତା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ମୁଁ ଗତକାଲି କହିଥିବା ପରି ପ୍ରଥମ ୨-୩ ରାଉଣ୍ଡ ପରେ ସେମାନେ ବିଜେପି ଜିତିଥିବା ଦର୍ଶାଇବେ। ଏବେ ୧୦୦ରୁ ଅଧିକ କେନ୍ଦ୍ରରେ...
1 44 45 46 47 48 50

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780