Lifestyle

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡ଼ିଲେ ଆମ ବସ କର୍ମଚାରୀ

ଦରମା ମିଳିଲାନି ଗଡ଼ିଲାନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହ ନାହିଁ,  ଟିକେଟ ବିକ୍ରି ହେଉନି

ଚଳିତ ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚଭାବେ ଗଣନା କରାଯାଉଛି। କିନ୍ତୁ ଆଶାର ବିପରୀତ ଏହି ମ୍ୟାଚକୁ ନେଇ ଯେପରି ଉତ୍ସାହ ଦେଖାଯିବା କଥା ତାହା ଦେଖାଯାଉନାହିଁ ।

ମାର୍କେଟ୍‌ ପରିସରର ଛାତ ତଳେ ଚାପି ହୋଇଗଲେ ଲୋକେ, ଜ‌ଣଙ୍କ ମୃତ୍ୟୁ

କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ଥିବା ଏକ ମାର୍କେଟ୍‌ ପରିସସର ଛାତ ଭୁଶୁଡ଼ିବାରୁ ଜଣେ ପାନ ଦୋକାନୀଙ୍କର ମୃତ୍ୟୁ ଘଟିଛି।

ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷ ରୋପଣ

ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ବିଜୁ ପଟ୍ଟନାୟକ ଖେଳ ଭବନ ପରିସରରେ ଶନିବାର ବୃକ୍ଷ ରୋପଣ କରାଯାଇଛି। ଗୋପୀନାଥ ଚୌଧୁରୀଙ୍କ ଆହ୍ୱାନ କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।

ଓମାନକୁ ୯୩ ରନ୍‌ରେ ହରାଇଲା ପାକିସ୍ତାନ

ଚଳିତ ଏସିଆ କପ୍‌ର ଚତୁର୍ଥ ମ୍ୟାଚ୍‌ରେ ପାକିସ୍ତାନ ଶୁକ୍ରବାର ପ୍ରଥମ ପଦାର୍ପଣକାରୀ ଓମାନକୁ ଶୋଚନୀୟ ଭାବେ ୯୩ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମହମ୍ମଦ ହାରିସ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୬୦ ରନ୍ କରିବା ପରେ ଏହାର ବୋଲରମାନେ ଓମାନକୁ ୬୦ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ।

ନୂଆରୂପ ପାଇବ କୁଆଖାଇ: ବିସ୍ତୃତ ତଟବର୍ତ୍ତୀ ଅଞ୍ଚଳର ହେବ ବିକାଶ, ୮୦ କୋଟି ଟଙ୍କାର ମାଷ୍ଟର୍‌ପ୍ଲାନ୍‌

ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ। ନୂଆ ରୂପ ପାଇବାକୁ ଯାଉଛି ଐତିହାସିକ କୁଆଖାଇ ନଦୀ। ମହାନଦୀ ନଦୀତଟ ବିକାଶ ଯୋଜନାରେ କୁଆଖାଇକୁ ପର୍ଯ୍ୟଟନର ପ୍ରାଣକେନ୍ଦ୍ର କରିବାକୁ ନୀଳ ନକ୍ସା ଆଙ୍କିଛନ୍ତି ସରକାର।

ପୂର୍ବ ଭାରତରେ ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିବା ୨୦୨୫ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ସର୍ବୋତ୍ତମ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରାଯାଇଛି।

ମଣିପୁରକୁ ବିକାଶ ପଥରେ ଆଗକୁ ନେବା ପାଇଁ ଆମେ ଅକ୍ଲାନ୍ତ ପରିଶ୍ରମ କରୁଛୁ

ମଣିପାରରେ ସଭିଙ୍କୁ ଶାନ୍ତିର ମାର୍ଗ ଆପଣେଇବାକୁ ଆହ୍ବାନ କଲେ ମୋଦୀ। ୨୦୨୩ ମସିହାରେ ହୋଇଥିବା ଜାତିଗତ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ; ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ।

ହ୍ୟାଣ୍ଡବଲ୍‌ର ହବ୍‌ କେନ୍ଦୁଝର: ସୃଷ୍ଟି ହେଉଛନ୍ତି ଜାତୀୟସ୍ତରର ଖେଳାଳି

ହ୍ୟାଣ୍ଡବଲ୍‌ ଖେଳର ହବ୍ ପାଲଟିଛି କେନ୍ଦୁଝର। ଏଠାରେ ରହିଛି ଅତ୍ୟାଧୁନିକ ହ୍ୟାଣ୍ଡବଲ୍‌ କୋର୍ଟ। ସେହିପରି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ରେଫ୍ରି, କୋଚ୍‌ ଓ ଖେଳାଳି ସୃଷ୍ଟି କରି କେନ୍ଦୁଝର ହ୍ୟାଣ୍ଡବଲ୍‌ ଅନ୍ତୁଡ଼ିଶାଳର ପରିଚୟ ପାଇଛି।

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts