ଉଦୀୟମାନ ଟେନିସ୍ ତାରକା ଆହାନ ନିଜ ଖେଳ ଜୀବନରେ ବଡ଼ ଲମ୍ଫ ମାରିଛନ୍ତି। କନିଷ୍ଠ ବର୍ଗରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଗୁରୁକୁଳ ଟେନିସ୍ ଏକାଡେମି ପ୍ରତିଭା ଆଇଟା ଇଭେଣ୍ଟ୍ର ମହିଳା ବର୍ଗ ପଦାର୍ପଣରେ ଦ୍ବିମୁକୁଟ ଅର୍ଜନ କରିଛନ୍ତି।