ବୌଦ୍ଧ ଜିଲ୍ଲାର ଧଳପୁରରେ ସମବାୟ ସମିତିର ଶୁଭ ଆରମ୍ଭ
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ପଞ୍ଚାୟତରେ ନବନିର୍ମିତ ଧଳପୁର ବହୁମୁଖୀ ସମବାୟ ସମିତିର ଶୁଭ ଉଦ୍ଘାଟନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଛି। ଏହି ସମବାୟ ସମିତିକୁ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଔପଚାରିକ ଭାବେ ଉଦ୍ଘାଟନ କରିଥିଲେ। ସମବାୟ ସମିତି ମାଧ୍ୟମରେ ଅଞ୍ଚଳର ଚାଷୀମାନେ ସାର, ବିହନ, କୃଷି ଋଣ, ବିଭିନ୍ନ ସରକାରୀ ଯୋଜନାର ସୁବିଧା ଏବଂ କୃଷି ସମ୍ବନ୍ଧୀୟ...

Total Users : 1000779