ବଲାଙ୍ଗୀର NHରେ ମୃତ୍ୟୁ ଫାନ୍ଦ! ମୁକୁଳା ଡ୍ରେନ୍କୁ ନେଇ ବଢ଼ୁଛି ଦୁର୍ଘଟଣା
ବଲାଙ୍ଗୀର ଜାତୀୟ ରାଜପଥରେ ମୁକୁଳା ଡ୍ରେନ୍: ବର୍ଷାରେ କୃତ୍ରିମ ବନ୍ୟାର ଭ୍ରମ, ବଢ଼ୁଛି ଦୁର୍ଘଟଣା ଆଶଙ୍କା ବଲାଙ୍ଗୀର:ବର୍ଷା ଆରମ୍ଭ ହେବା ସହ ବଲାଙ୍ଗୀର ସହରବାସୀଙ୍କ ଚିନ୍ତା ବଢ଼ିଛି। ସହର ମଧ୍ୟଦେଇ ଯାଇଥିବା ବଲାଙ୍ଗୀର–ସୋନପୁର ଜାତୀୟ ରାଜପଥ ଏବଂ ବରଗଡ଼–ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ ଥିବା ମୁକୁଳା ଡ୍ରେନ୍ ସାଧାରଣ ଲୋକ ଓ ଯାନବାହନ ଚାଳକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ବିଶେଷକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାଟଣେଶ୍ୱରୀ ମନ୍ଦିର ଓ ସ୍କୁଲ ସମ୍ମୁଖ ଅଞ୍ଚଳରେ ସାମାନ୍ୟ...

Total Users : 1000779