ବେଙ୍ଗାଲୁରୁରେ ଆଇପିଏଲ୍‌ ଫାଇନାଲ୍‌ ଖେଳାଯିବା ନେଇ ସଂଶୟ

Table of Content

ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ ଓ ଫାଇନାଲ୍‌ ଖେଳସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ ଭେନ୍ୟୁକୁ ନେଇ ସଂଶୟ ଭିତରେ ରହିଛି ବିସିସିଆଇ । କର୍ଣ୍ଣାଟକର ବିଧାୟକ ଓ ସାଂସଦମାନଙ୍କୁ ଆଇପିଏଲ୍‌ ଟିକଟ୍‌ ପ୍ରଦାନକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ବିସିସିିଆଇ ଫାଇନାଲ୍‌ ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ଚିନ୍ତା କରୁଛି । ପୂର୍ବଧାରା ଅନୁସାରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଗତ ସଂସ୍କରଣର ବିଜେତା ହୋଇଥିବାରୁ ଏହାର ଘରୋଇ ପଡିଆ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବା କଥା ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts