ସାର ବଣ୍ଟନରେ ପକ୍ଷପାତ ଅଭିଯୋଗ, କୋଷାଗୁମୁଡା ଲ୍ୟାମ୍ପରେ ପହଞ୍ଚିଲେ ବିଧାୟକ

Table of Content

ଆଜି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଲ୍ୟାମ୍ପ ଠାରେ ଏହାର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲ୍ୟାମ୍ପ ତରଫରୁ ଚାଷୀ ମାନଙ୍କ ମଧ୍ୟରେ ପାତର ଅନ୍ତର କରି ସାର ର ଅଭାବି ସମସ୍ୟା ସରକାର ଙ୍କ ଆଡରୁ ଉପୁଜିଲା ଭଳିଆ ପରିସ୍ଥିତି ସୃଷ୍ଟି କରୁଛନ୍ତି।

ଏହାର ଅଭିଯୋଗ ପାଇଲା ପରେ ନବରଙ୍ଗପୁର ର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ Gourisankar Majhi ମହୋଦୟ ଏହାର ସଜ୍ଞାନ ନେଇ ଚାଷୀ ମାନଙ୍କ ପାଇଁ ଲ୍ୟାମ୍ପ ରେ ଉପସ୍ଥିତ ରହି ଚାଷୀ ହକରେ ଗର୍ଜନ କରିଛନ୍ତି ଓଡ଼ିଶା ରାଜ୍ୟ ସରକାର ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଚଳିତ ବର୍ଷା ଋତୁରେ ଚାଷ କାମପାଇଁ ପ୍ରତ୍ୟେକ ଲ୍ୟାମ୍ପ କୁ ଯୋଗେଇ ଦେଇଛନ୍ତି ଏବଂ ଚାଷୀ ଚାଷୀ ମଧ୍ୟରେ ପାତର ଅନ୍ତର ନକରିବାକୁ ଲ୍ୟାମ୍ପ କତୃପକ୍ଷ ଙ୍କୁ କଡ଼ା ତାଗିଦ୍ କରିଛନ୍ତି।

ଖତ ସାର ଅଭାବ ନାହିଁ ଦରକାର ହେଲେ ମତେ କହିଲେ ଆହୁରି ମଗେଇବା ବେବସ୍ତା କରିବା କିନ୍ତୁ ଆମ ଲକଙ୍କ ସରକାର କୁ ବଦନାମ କଲା ଭଳିଆ କାମ କରନ୍ତୁ ନାହିଁ ଆମ ସରକାର ଲୋକମାନଙ୍କ ର କାମ କରୁଛୁ ଆଗକୁ ମଧ୍ୟ କରିବୁ ବଲି ବିଧାୟକ କହିଛନ୍ତି

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779