ମାସୁଦ ଆଝାରର ଅବସ୍ଥା ସଙ୍କଟାପନ୍ନ : ମର୍କଜରୁ ବାହାର କରି ଏକ ସାମରିକ ବଙ୍କରକୁ ସ୍ଥାନାନ୍ତର

Table of Content

ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଅବସ୍ଥା ସଙ୍କଟାପନ୍ନ ରହିଛି । ତାକୁ ମର୍କଜରୁ ବାହାର କରି ଏକ ସାମରିକ ବଙ୍କରକୁ ସ୍ଥାନାନ୍ତର କରାଯାଇଛି । ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ଅବସ୍ଥା ସଙ୍କଟାପନ୍ନ ରହିଛି । ତାକୁ ମର୍କଜରୁ ବାହାର କରି ଏକ ସାମରିକ ବଙ୍କରକୁ ସ୍ଥାନାନ୍ତର କରାଯାଇଛି ।  ଆତଙ୍କବାଦୀ ସଂଗଠନର ନେତାଙ୍କ ଅବସ୍ଥାକୁ ସମସ୍ତଙ୍କଠାରୁ ଲୁଚାଇ ରଖାଯାଉଛି ।  ପାକିସ୍ତାନୀ ଗଣମାଧ୍ୟମକୁ ମଧ୍ୟ ଏହି ଖବରରୁ ଦୂରେଇ ରହିବାକୁ କୁହାଯାଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ମଧ୍ୟ ପାକିସ୍ତାନୀ ଗଣମାଧ୍ୟମକୁ କଡ଼ା ଚେତାବନୀ ଦେଇଥିବା ଜଣାଯାଇଛି। ଏହି ଖବର ପ୍ରକାଶ କଲେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଛି। ଏହି ଦାବି ପୂର୍ବତନ RAW ଏଜେଣ୍ଟ ଲକି ବିଷ୍ଟ କରିଛନ୍ତି। ଲକି ବିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ‘ଏକ୍ସ’ରେ ଏକ ପୋଷ୍ଟରେ ମାସୁଦ ଆଝାରଙ୍କ ବିଷୟରେ ଏହି ଗୁପ୍ତ ସୂଚନା ସେୟାର କରିଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts