ପୁଲିସ୍‌କୁ ନାହିଁ ଭୟ, କଥା କଥାରେ ହଣା କଟା

Table of Content

ରାଜ୍ୟରେ ଉପର ମୁହାଁ ଅପରାଧ । ଅପରାଧୀଙ୍କ ରହୁନି ପୁଲିସ୍‌କୁ ଭୟ । କଥା କଥାରେ ବୁଲୁଛି, ଖଣ୍ଡା ଭୁଜାଲି । ହଣା କଟା ସହ ଛାତି ଥରି ଉଠିବା ଭଳି ବୀଭତ୍ସ ହତ୍ୟା। ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ବୀଭତ୍ସ ଅପରାଧର ଖବର ସାମ୍ନାକୁ ଆସିଛି, ଯାହା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ପୁରୀ ଜିଲ୍ଲା କଣାସ ଗୋଲାବଜାର ମାଛ ମାର୍କେଟରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ। ଆକ୍ରମଣ ଘଟଣାରେ ବ୍ୟବହୃତ ମାଛକଟା ପନିକି ଓ ଦୁଇଟି ମୋବାଇଲକୁ ପୁଲିସ ଜବତ କରିଛି। ଆକ୍ରମଣରେ ବ୍ୟବହାର ହୋଇଥିବା ଅଭିଯୁକ୍ତଙ୍କ ବାଇକ୍ ଓ ଅନ୍ୟ ଜିନିଷ ଖୋଜୁଛି ପୁଲିସ ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779