ଆମେ ଏକ ଲମ୍ବା ସଂଘର୍ଷ ପାଇଁ ପ୍ରସ୍ତୁତ ଥିଲୁ: ଅପରେସନ ସିନ୍ଦୂର ସମ୍ପର୍କରେ ବଡ଼ ଖୁଲାସା କଲେ ରାଜନାଥ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଏକ ସ୍ପଷ୍ଟ ଏବଂ କଡ଼ା ବାର୍ତ୍ତା ଦେଇଛନ୍ତି ଯେ ଭାରତ କୌଣସି ଆତଙ୍କବାଦୀ କାର୍ୟ୍ୟକଳାପକୁ ସହ୍ୟ କରିବ ନାହିଁ। ସେ କହିଛନ୍ତି, ଅପରେସନ ସିନ୍ଦୂରକୁ ବର୍ଷେ ପୂରଣ ହୋଇଛି ଏବଂ ନୂତନ ବିଶ୍ୱ କ୍ରମରେ ଏହା ଭାରତର ପରିବର୍ତ୍ତିତ ନୀତିର ପ୍ରତୀକ ଭାବରେ ଉଭା ହୋଇଛି। ଭାରତ ଆଉ ଏପରି ଏକ ଦେଶ ନୁହେଁ ଯେ, ଆତଙ୍କବାଦୀ ଆକ୍ରମଣ ପରେ କେବଳ କୂଟନୈତିକ ବିବୃତି ଜାରି କରିବ। ଅପରେସନ୍ ସିନ୍ଦୂର...
