ବଲାଙ୍ଗୀର ପାଟଣାଗଡ ବ୍ଲକ୍ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି : ଥାନାରେ ଅଭିଯୋଗ ପରେ ପୁଲିସର ଛାନଭିନ
ପୁଣି ଦବଙ୍ଗ ଦେଖାଇଲେ ପାଟଣାଗଡ ବ୍ଲକ୍ ଅଧକ୍ଷ। ବଲାଙ୍ଗୀର ପାଟଣାଗଡ ବ୍ଲକ ଅଧକ୍ଷ ନୀଳକାନ୍ତ ବାଗଙ୍କ ଦବଙ୍ଗ ଗିରି ନେଇ ପୂର୍ବରୁ ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକରେ ଜଣେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବେଶ୍ ଚର୍ଚ୍ଚା ରେ ଥିଲେ ଅଧ୍ୟକ୍ଷ ନୀଳକାନ୍ତ। ଘଟଣାକୁ ନେଇ ଜେଲ ମଧ୍ୟ ଯାଇଥିଲେ ବ୍ଲକ୍ ଅଧକ୍ଷ । ଆଜି ବ୍ଲକ୍ କାର୍ଯ୍ୟାଳୟରେ ଜରୁରୀ କାଗଜ ପତ୍ର ସବୁ ଚିରି ଦେଇଥିବା ଅଭିଯୋଗ ହୋଇଛି। ବଡ ବାବୁ କାଗଜ...
