ଉଚ୍ଚତା ଅନୁସାରେ ଆପଣଙ୍କ ଓଜନ କେତେ ରହିବା ଆବଶ୍ୟକ?
ଶରୀରରେ ଉଚ୍ଚତା ଏବଂ ଓଜନ ଏକ ଶକ୍ତିଶାଳୀ ସମ୍ପକ ବହନ କରେ । ଯେତେବେଳେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ବିଗିଡ଼ି ଯାଏ ତାହା ଶରୀରରେ ଦେଖାଦେଇଥାଏ । ହରମୋନରେ ସାମାନ୍ୟ ଅସମାନତା ଦେଖା ଦେଲେ ଆମ ଶରୀରର ଓଜନ ବଢ଼ିବା କିମ୍ୱା କମିବାର ଲକ୍ଷ୍ୟ କରିଥିବେ । ମାତ୍ର ଏକ ନିର୍ଦ୍ଦିଷ୍ଟ ଇଚ୍ଚତା ପାଇଁ ଏକ ସୁସ୍ଥ ଓଜନ ପରିସର ଜାଣିବା ଉଚିତ । ଏହା ଜାଣିବା ପାଇଁ ବିଜ୍ଞାନ ଏକ ଉପଯୁକ୍ତ ଉପାୟ ପ୍ରଦାନ କରେ...
