ଜଙ୍ଗଲ ରେ ନିଆଁ ଲଗାଇ ଶିକାର: ୪ ଗିରଫ, ଦେଶୀ ବନ୍ଧୁକ ଓ ବାଇକ ଜବତ
ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରିବା ମାମଲା ରେ ୪ ଜଣ ଗିରଫ , ୪ଟି ଦେଶୀ ବନ୍ଧୁକ ସହ ବାଇକ ଜବତ। କୋଟଗଡ ଅଭୟାରଣ୍ୟ ମଧ୍ୟରେ ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟ ଜନ୍ତୁ ଶିକାର କରିବା ପଡିଲା ମହଙ୍ଗା। ବନ ବିଭାଗ ୪ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ଦେଶୀ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିର୍ଲା ପଞ୍ଚାୟତର ବଙ୍ଗେରୀ ଗ୍ରାମର...
