ପୁଲିସ୍କୁ ନାହିଁ ଭୟ, କଥା କଥାରେ ହଣା କଟା
ରାଜ୍ୟରେ ଉପର ମୁହାଁ ଅପରାଧ । ଅପରାଧୀଙ୍କ ରହୁନି ପୁଲିସ୍କୁ ଭୟ । କଥା କଥାରେ ବୁଲୁଛି, ଖଣ୍ଡା ଭୁଜାଲି । ହଣା କଟା ସହ ଛାତି ଥରି ଉଠିବା ଭଳି ବୀଭତ୍ସ ହତ୍ୟା। ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ବୀଭତ୍ସ ଅପରାଧର ଖବର ସାମ୍ନାକୁ ଆସିଛି, ଯାହା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ପୁରୀ ଜିଲ୍ଲା କଣାସ ଗୋଲାବଜାର ମାଛ ମାର୍କେଟରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି...
