Breaking News

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ପିଏ ନଥିଲେ, ଟାର୍ଗେଟରେ ଥିଲେ ଏହି ବ୍ୟକ୍ତି: ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ସତ…

ମଝି ରାସ୍ତାରେ ଅଟକି ଯାଇଥିଲା । ସେହି ସମୟରେ ଜଣେ ମୋଟରସାଇକେଲ ଆରୋହୀ ଆସି ଗାଡ଼ିର ବାମ ପାର୍ଶ୍ୱରୁ ଅତର୍କିତ ଗୁଳି ଚାଳନା କରିଥିଲେ । ଆକ୍ରମଣକାରୀ ‘ଏକ୍ସପର୍ଟ’ ଭଳି ମନେ ହେଉଥିଲେ । ପଏଣ୍ଟ ବ୍ଳାଙ୍କରୁ ଗୁଳି ଚଳାଇବା ପରେ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ । ରାତି ପ୍ରାୟ ୧୦:୩୦ଟାରୁ ୧୧ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ହସ୍ପିଟାଲଠାରୁ ମାତ୍ର ୨୦୦ରୁ ୩୦୦ ମିଟର ଦୂରରେ ଏହି ରକ୍ତାକ୍ତ କାଣ୍ଡ ଘଟିଥିଲା ।”...

AC ପାଇଁ ଦିଲ୍ଲୀରେ ଚାଲିଗଲା ୯ ଜଣଙ୍କ ଜୀବନ; ଭୁଲରେ ବି କରନ୍ତୁନି ଏହି ୫ କାମ

ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିବେକ ବିହାର ସ୍ଥିତ ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ଶୀତନିର୍ବାପକ ଯନ୍ତ୍ର (AC) ବିସ୍ଫୋରଣ ହୋଇଥିଲା, ଯେଉଁ କାରଣରୁ ଘରେ ଥିବା ୯ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତେ ଜିଅଁନ୍ତା ଅବସ୍ଥାରେ ଜଳିଯାଇଥିବାବେଳେ ଅନ୍ୟ କିଛି ଲୋକ ନିଆଁ ଧାସରେ ଆସି ଆହତ ହୋଇଛନ୍ତି । ଏହି ଘଟଣା ଭୋରରୁ ଘଟିଥିବାବେଳେ ଅଗ୍ନିଶମ ବାହିନୀକୁ ଭୋର ୩.୪୭ଟାରେ ଖବର ମିଳିଥିଲା । ଆଜିକାଲି ଅସହ୍ୟ ଗରମ...

ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲିଅନ୍ତାରେ ବର୍ବରତାର ସବୁ ସୀମା ଟପିଲା । ପୋଲିସ ସାମ୍ନାରେ ଆଇନକୁ ହାତକୁ ନେଇଛନ୍ତି ସ୍ଥାନୀୟ ଲୋକ । ପୋଲିସ୍‌ ସାମ୍ନାରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ ।

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts