ବାହାରିଲା ମାଟ୍ରିକ୍ ରେଜଲ୍ଟ ; ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ଅପେକ୍ଷାର ଅନ୍ତ , ବାହାରିଲା ମାଟ୍ରିକ ରେଜଲ୍ଟ । ସନ୍ଧ୍ୟା ୬ଟାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । ପ୍ରଥମ ଥର ମାତୃଭାଷାରେ ଚଳିତ ଥର ନିଜ ସାର୍ଟିଫିକେଟ୍ ପାଇପାରିବେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀ । ଉଭୟ ଓଡିଆ ଓ ଇଂରାଜୀରେ ସାର୍ଟିଫିକେଟ୍ ମିଳିବ । ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ଲକ୍ଷ...
